2024

‘ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଏଆଇ’

ଭୁବନେଶ୍ବର: ଜଙ୍ଗଲ ନିକଟବର୍ତ୍ତୀ ଜନବସତି ଗୁଡିକୁ ସୁରକ୍ଷିତ ରଖିବାକୁ ରାଜ୍ୟସରକାରଙ୍କ ପ୍ରୟାସ । ଏଣିକି ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) । ଏହାର ସହାୟତାରେ ଜନବସତି ମୁହାଁ ହେଉଥିବା ବନ୍ୟ ତଥା ହିଂସ୍ର ଜନ୍ତୁଙ୍କ…

ଆଉ ପିନ୍ଧିବାକୁ ପଡ଼ିବନି ଚଷମା, ଆଇ ଡ୍ରପ୍‌କୁ ଭାରତରେ ମିଳିଲା ଅନୁମତି

ବୟସ ଅଧିକ ହେବା ପରେ ପଢ଼ାପଢ଼ିରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ପଢ଼ିବା ପାଇଁ ଆପଣଙ୍କୁ ରିଡିଂ ଗ୍ଲାସ ବା ଚଷମା ବ୍ୟବହାର କରିବାକୁ ପଡ଼ୁଛି କି? ତା’ହେଲେ ଆଉ ଆପଣଙ୍କୁ ଚଷମା ପିନ୍ଧିବାକୁ ପଡ଼ିବ ନାହିଁ। କାରଣ ଏହି ସମସ୍ୟାକୁ…

କଟକରେ ହିଁ ରହିବ ଅବକାରୀ କମିଶନର ଅଫିସ: ଅବକାରୀ କମିଶନର

କଟକ: କଟକରେ ହିଁ ରହିବ ଅବକାରୀ କମିଶନର ଅଫିସ । ଭୁବନେଶ୍ବର ସ୍ଥାନାନ୍ତର ହେବା ଏକ ଗୁଜବ ମାତ୍ର । ସ୍ଥାନାନ୍ତର ହେବାର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ଅବକାରୀ କମିଶନର…

ଓଡ଼ିଶାରେ ବିଜେପିର ସଦସ୍ୟତା ଗ୍ରହଣ ସମାରୋହ

ଭୁବନେଶ୍ୱର : ଓଡ଼ିଶାରେ ବିଜେପିର ସଦସ୍ୟତା ଅଭିଯାନ – ୨୦୨୪ ଆରମ୍ଭ ହୋଇଛି। ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଳର ସଦସ୍ୟତା ଗ୍ରହଣ କରିଚନ୍ତି । ମଞ୍ଚରେ…

୮ ଦିନିଆ ସିବିଆଇ ରିମାଣ୍ଡରେ ସନ୍ଦୀପ ଘୋଷ

କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଗତକାଲି ସିବିଆଇ ତାଙ୍କୁ ଆର୍ଥିକ ହେରଫେର ମାମଲାରେ ଗିରଫ କରିଥିଲା। ଦୁର୍ନୀତି ମାମଲାରେ ସନ୍ଦୀପଙ୍କ ବ୍ୟତୀତ ଆଉ…

ରାଜ୍ୟରେ ଲାଗୁ ହେବ ପେଶା ଆଇନ

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ପଞ୍ଚାୟତ ଏକ୍ସଟେନସନ ସିଡ୍ୟୁଲଡ ଏରିଆ(ପେଶା) ଆଇନ ୧୯୯୬ । ଆଜି ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ତେବେ ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ…

ବିଦ୍ୟାଳୟରେ ମାତାଲ ଶିକ୍ଷକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଯାଜପୁର ଟାଉନ: ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି ଯିଏ ସେ ହେଉଛନ୍ତି ଗୁରୁ । ମା’ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି । ଆମକୁ ଅନେକ ଶିକ୍ଷା ଦିଅନ୍ତି…

ହରିୟାଣାରେ ମେଣ୍ଟ ଚାହୁଁଛି କଂଗ୍ରେସ, ଆପ୍ ରଖିଲା ସର୍ତ୍ତ

ପାଖେଇ ଆସୁଛି ହରିୟାଣା ନିର୍ବାଚନ। ଆସନ୍ତା ଅକ୍ଟୋବର 5ରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆରମ୍ଭ ହୋଇଗଲାଣି ରଣନୀତି। ଲୋକସଭା ନିର୍ବାଚନରେ ​​ଆପ୍-କଂଗ୍ରେସ ମେଣ୍ଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ବିଧାନସଭାରେ ଉଭୟ ଏକାଠି ଲଢିବା ନେଇ ସୂଚନା…

ଦଖଲକାରୀଙ୍କ କବଜାରେ ରାଜଧାନୀର ୩୦ ଏକର ଜମି

ଭୁବନେଶ୍ବର: ମାଡ଼ିବସିଛନ୍ତି ରାଜଧାନୀର ୩୦ ଏକର ମୂଲ୍ୟବାନ ଜମି । ରାଜଧାନୀରେ ଜବରଦଖଲ ପ୍ରସଙ୍ଗ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି, ଜବରଦଖଲକାରୀମାନେ ଭୁବନେଶ୍ବରରେ ୩୦…

ବିଜେପି କାର୍ଯ୍ୟାଳୟରେ ସୁନୀତି ମୁଣ୍ଡ ହଟହଟା

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ହଟହଟା ହୋଇଛନ୍ତି ଗତ ଭୁବନେଶ୍ୱର ମହାନଗର ନିଗମ (BMC) ନିର୍ବାଚନରେ ଦଳ ତରଫରୁ ମେୟର ପ୍ରାର୍ଥୀ ହୋଇଥିବା ସୁନୀତି ମୁଣ୍ଡ। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତିନି ଦିନ ତଳେ ନିଲମ୍ବିତ ହୋଇଥିବା ସତ୍ତ୍ୱେ ସେ…