ଶ୍ରୀମନ୍ଦିର ଆନନ୍ଦ ବଜାରର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ । ଭକ୍ତ ମାନେ ଆନନ୍ଦ ବଜାରରେ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରସାଦ ସେବନ କରିପାରିବେ ସେନେଇ ଗତକାଲି ଠାରୁ ସେନାନିବୃତ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା…
