ଚାଷୀ ଆନ୍ଦୋଳନରେ ଯୋଗ ଦେଲେ ଭିନେଶ ଫୋଗାଟ, କହିଲେ- ସଙ୍ଘର୍ଷ କେବେ ବେକାର ହୁଏନି
ନୂଆଦିଲ୍ଲୀ : ଶମ୍ଭୁ ସୀମାରେ ଆନ୍ଦୋଳନରତ ହଜାର ହଜାର କୃଷକଙ୍କ ସହ ସାମିଲ ହୋଇଛନ୍ତି ଅଲିମ୍ପିଆନ ଭିନେଶ ଫୋଗାଟ। ଚାଷୀ ଆନ୍ଦୋଳନକୁ 200 ଦିନ ପୂର୍ତ୍ତି ଅବସରରେ ଯୋଗଦେଇ ଫୋଗାଟ କୃଷକମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ…
