ଅଭିନେତାଙ୍କୁ ଭିଆଇପି ସୁବିଧା: ୭ ଜେଲ୍ ଅଧିକାରୀ ସସ୍ପେଣ୍ଡ
ବେଙ୍ଗାଲୁରୁ : ଜେଲ୍ ଭିତରେ କନ୍ନଡ ଅଭିନେତା ଦର୍ଶନଙ୍କୁ ମିଳୁଛି ଭିଆଇପି ସୁବିଧା। ଏହାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ୍କୁ ଆସିଛନ୍ତି କର୍ଣ୍ଣାଟକ ସରକାର। ଏହି ମାମଲାରେ ୭ ଜେଲ୍ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି। ଗତକାଲି…
