2024

ପାଇଖାନା ଟାଙ୍କି ଭାଙ୍ଗିବାରୁ ଅଣନିଶ୍ବାସୀ ହୋଇ ୩ ମୃତ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ପୁକୁଡ଼ା ଗାଁରେ ବଡ଼ ଅଘଟଣ । ପାଇଖାନା ଟାଙ୍କି ସେଣ୍ଟରିଂ ଖୋଲିବା ବେଳେ ଅଣନିଶ୍ବାସୀ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଫାଶିମାଲ ମେଡିକାଲରେ ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି…

ବନ୍ଧାହେଲେ ଓଏସଆରଟିସି ସିଏଓ, କେରଳ ଯାଏଁ ଲମ୍ପିଥିଲା ସମ୍ପତି

ଭୁବନେଶ୍ବର: ବନ୍ଧାହେଲେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସିଏଓ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶୁକ୍ରବାର ଓଡିଶା ଭିଜିଲାନ୍ସ ଅଧିକାରୀମାନେ ଓଏସଆରଟିସି ସିଏଓଙ୍କ ଘରେ ଚଢ଼ାଉ କରିଥିଲେ…

ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଅବସର ଘୋଷଣା କଲେ ଧୱନ

ନୂଆଦିଲ୍ଲୀ: ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଶନିବାର ଅବସର ଘୋଷଣା କରିଛନ୍ତି କ୍ରିକେଟର୍‌ ଶିଖର ଧାୱନ୍‌। ସେ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି ତାଙ୍କ ଅବସର ସଂପର୍କରେ ସୂଚନା ଦେଇଛନ୍ତି। ସେ ସମସ୍ତ ପ୍ରକାରର କ୍ରିକେଟ୍‌ରୁ…

ଏଏସଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଏଏସଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଅତିଶୀଘ୍ର ଏଏସଆଇ ପକ୍ଷରୁ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ କରି ମରାମତି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଚିଠିରେ ଉଲ୍ଲେଖ ରହିଛି…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

କଟକ: ଆଜି ପ୍ରକାଶ ପାଇଲା ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଚଳିତ ଥର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ମୋଟ ୭୯୬ ଜଣ ପିଲା ପରୀକ୍ଷା ଦେଇଥିବାବେଳେ, ସେମାନଙ୍କ ମଧ୍ୟରୁ ୪୪୧ ଜଣ ପାସ୍‌ କରିଛନ୍ତି । ମୋଟ ପାସ୍…

ୱାକଫ ବିଲ ବିବାଦ: ଆପତ୍ତି ଉଠାଇଲା ବିଜେପିର ସହଯୋଗୀ ଜେଡିୟୁ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଆଜି କେନ୍ଦ୍ର ସରକାର ଆଣିଥିବା ୱାକଫ ସଂଶୋଧିତ ବିଲ ବିରୋଧରେ ମତ ରଖିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ଜେଡିୟୁ ସହଯୋଗୀ ଦଳ ଭାବେ କାର୍ଯ୍ୟ କରୁଛି। ତଥାପି କେନ୍ଦ୍ର ଆଣିଥିବା ବିଲ ବିରୋଧରେ…

ପୁରୀରେ ଜଳିଗଲା କବାଡିଆ ଦୋକାନ

ପୁରୀ: ପୁରୀ କୁମ୍ଭାରପଡା ଥାନା ଆଲାମଚଣ୍ଡୀ ମନ୍ଦିର ନିକଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା କବାଡିଆ ଦୋକାନ ଦୀର୍ଘ ଏକ ଘଣ୍ଟା ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡ ଘଟିଥିବା ସ୍ଥାନରୁ ମାତ୍ର ୧୦୦ ମିଟର…

ଚିକିଟି ମଦ ମୃତ୍ୟୁ ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର:ଚିକିଟି ମଦ ମୃତ୍ୟୁ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ l ମାଉନ୍ଦପୁରର ରାଜେନ୍ଦ୍ର ସାହୁକୁ ଗିରଫ କଲା କେ.ନୂଆଗାଁ ପୋଲିସ l ମୁଖ୍ୟ ଅଭିଯୁକ୍ତଠାରୁ ମଦ ଆଣି ବିକ୍ରି କରୁଥିଲା ରାଜେନ୍ଦ୍ର l ପୂର୍ବରୁ ମଦମୃତ୍ୟୁ ମାମଲାରେ…

‘ଏୟାର ଇଣ୍ଡିଆ’ ଉପରେ ୯୦ ଲକ୍ଷ ଟଙ୍କାର ଫାଇନ୍

ଏୟାର ଇଣ୍ଡିଆ ବିମାନ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା। ବିମାନ ଚଳାଚଳ ନିୟନ୍ତ୍ରକ DGCA ଏୟାର ଇଣ୍ଡିଆ ଉପରେ ଜରିମାନା ପକାଇଛି। ଯୋଗ୍ୟତା ହାସଲ କରିନଥିବା କ୍ୟୁ ସଦସ୍ୟଙ୍କୁ ନେଇ ବିମାନ ଉଡାଣ ଭରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।…

ଗୃହରେ ସୁଭଦ୍ରା ଯୋଜନା ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର କୋଟି କୋଟି ମହିଳାଙ୍କ ପାଇଁ ବଡ ଖବର l ଆସିଲା ସୁଭଦ୍ରା ଯୋଜନା ଏସଓପି l ଗୃହରେ ସୁଭଦ୍ରା ଯୋଜନା ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଗତକାଲି କ୍ୟାବିନେଟ୍‌ରେ ଏସଓପି ପାରିତ ହୋଇଥିବା…