2024

ମିସ ଓଡ଼ିଶାଙ୍କ କମାଲ: ମିସ ଇଣ୍ଡିଆ, ଫାଇନାଲ ରାଉଣ୍ଡରେ ପ୍ରବେଶ କଲେ ଅନନ୍ୟା ପଣ୍ଡା

ଭୁବନେଶ୍ୱର : ଓଡ଼ିଆ ଝିଅ ମିସ୍‌ ଇଣ୍ଡିଆ । ଅନନ୍ୟା ପଣ୍ଡା ହୋଇଛନ୍ତି ଫେମିନା ମିସ ଓଡ଼ିଶା । ମୁମ୍ବାଇ ଠାରେ ହୋଇଥିବା ପ୍ରତିଯୋଗିତାରେ ଅନ୍ୟାନ୍ୟ ବିଜୟିନୀ ହୋଇ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ପାଇଁ ଯୋଗ୍ୟତା ହାସଲ…

ନିର୍ବାଚନ ଅନିୟମିତତା: ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ୍

ଭୁବନେଶ୍ୱର:ସମ୍ବଲପୁର ଲୋକସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟଙ୍କ ନୋଟିସ୍ l ସ୍ବାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ଆବେଦନ ଆଧାରରେ ନୋଟିସ୍ ଜାରି କଲେ ହାଇକୋର୍ଟ l ଧର୍ମେନ୍ଦ୍ରଙ୍କ ନାଁରେ ତ୍ରୁଟିପୂର୍ଣ୍ଣ ନାମାଙ୍କନ…

୧୪ ଦିନ ପାଇଁ ଜେଲ ହାଜତକୁ ଗଲା କୋଲକାତା ଦୁଷ୍କର୍ମ ଅଭିଯୁକ୍ତ ସଞ୍ଜୟ

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଞ୍ଜୟ ରୟର ରିମାଣ୍ଡ ଅବଧି ଶେଷ ହେବା ପରେ ତା’କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। କୋଲକାତାର ଗୋଟିଏ କୋର୍ଟ ତା’କୁ ୧୪ ଦିନ ପାଇଁ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ…

୨୪ଶହ ଡେଇଁଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଏବେ କାୟା ମେଲାଇଛି ଡେଙ୍ଗୁ । ଆଉ ବର୍ଷାଦିନ ହେଉଥିବାରୁ ସ୍ଥିତି ଅସମ୍ଭାଳ ହୋଇପଡିଛି । ସବୁଠୁ ଅଧିକ ଖୋର୍ଦ୍ଧା ଓ ସୁନ୍ଦରଗଡରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ…

SCBରେ ୨ ରୋଗୀଙ୍କୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ

କଟକ: କଟକ ବଡ଼ ମେଡିକାଲରେ ୨ ରୋଗୀଙ୍କୁ ଦୁଷ୍କର୍ମ ଘଟଣାରେ ବହିଷ୍କାର ହେବେ ଅଭିଯୁକ୍ତ ଡାକ୍ତର । ହୃଦରୋଗ ବିଭାଗର ଡାକ୍ତର ଦିଲବର ସିଂହ ଠାକୁରଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ୩ଜଣିଆ ଯାଞ୍ଚ କମିଟିର…

ଗିରଫ ହେଲେ ରେଞ୍ଜର ବାବୁ, ଫାର୍ମହାଉସରେ କରିଥିଲେ ମିନି ଚିଡିଆଖାନା

ଢେଙ୍କାନାଳ: ବନ୍ଧାହେଲେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହାସହିତ ବନ୍ୟଜନ୍ତୁଙ୍କୁ ବନ୍ଧୀ କରି ରଖିବା ପାଇଁ ମଧ୍ୟ ତାଙ୍କ ବିରୁଦ୍ଧରେ ଡବ୍ଲୁଏଲପି ଆକ୍ଟ,…

ଅନିଲ ଅମ୍ବାନୀଙ୍କୁ ଝଟକା; ୨୫ କୋଟି ଟଙ୍କାର ଫାଇନ୍ ସହ ସିକ୍ୟୁରିଟି ବଜାରରୁ ବ୍ୟାନ୍ କଲା SEBI

ମୁକେଶ ଅମ୍ବାନୀଙ୍କ ଭାଇ ତଥା ବ୍ୟବସାୟୀ ଅନିଲ ଅମ୍ବାନୀଙ୍କୁ ଶକ୍ତ ଝଟକା ଲାଗିଛି। ପାଞ୍ଚ ବର୍ଷ ପାଇଁ ସିକ୍ୟୁରିଟି ବଜାରରୁ ବ୍ୟାନ୍ କରିଛି ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI)। ଏଥିସହ ତାଙ୍କ ଉପରେ ୨୫ କୋଟି ଟଙ୍କାର…

ପୁଣି ୨ ଦିନିଆ ରିମାଣ୍ଡରେ ଗଲା ସିମ୍‌ ବକ୍ସ ମାଫିଆ ରାଜୁ ମଣ୍ଡଳ

ଭୁବନେଶ୍ବର: ସିମ୍ ବକ୍ସ କାରବାର ମାମଲାରେ ପୁଣି ରିମାଣ୍ଡରେ ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ । ଆଉ ୨ ଦିନ ରିମାଣ୍ଡରେ ନେଇ ଜେରା କରିବ କମିଶନରେଟ ପୋଲିସ । ତେବେ ଏହି ରିମାଣ୍ଡ ପାଇଁ ୭ ଦିନ ଆବେଦନ କରିଥିଲେ…

ପିଏମଜିରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ

ଭୁବନେଶ୍ବର : ଗର୍ଜିଲେ ନର୍ସିଂ ଷ୍ଟାଫ୍ । ଭୁବନେଶ୍ବର ପିଏମଜିରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ । ୧୦ ଦଫା ଦାବି ନେଇ ଶହ ଶହ ନର୍ସିଂ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୦୧୩ ମସିହା ନଭେମ୍ବରରୁ ନିଯୁକ୍ତ ନର୍ସିଂ…

ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ବିଜେଡି ବିଧାୟକ

ଭୁବନେଶ୍ବର: ଲଗାତାର ୩ ଦିନ ହେଲା ଚାଲିପାରୁନି ଗୃହ । ବିରୋଧୀଙ୍କ ହୋହାଲ୍ଲା, ଓ ସରକାର ବିରୋଧୀ ଆଭିମୁଖ୍ୟ ଗୃହରେ ଜାରି ରହିଛି । ପ୍ରଥମେ ଛାତ୍ର ସଂସଦ ନିର୍ବାଚନ ଓ ପରେ ଚିକିଟି ମଦ ମୃତ୍ୟୁ ନେଇ ଅବକାରୀ ମନ୍ତ୍ରୀଙ୍କ…