2024

‘ଜମ୍ମୁ-କଶ୍ମୀର ସହ ରକ୍ତ ସମ୍ପର୍କ ଅଛି… ସେମାନଙ୍କ ଯନ୍ତ୍ରଣା ଦୂର କରିବା ମୋର ଲକ୍ଷ୍ୟ’

ଶ୍ରୀନଗର : ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଜମ୍ମୁ-କଶ୍ମୀରରେ ପ୍ରଚାର ଆରମ୍ଭ କରିଛି କଂଗ୍ରେସ। ଆଜି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶ୍ରୀନଗର ଗସ୍ତ କରି ଜନସାଧାରଣଙ୍କୁ ସମ୍ବୋଧିତ…

ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟରୁ A1, A2 ଲେବଲ୍ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏଣିକି ଆଉ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ରହିବନି ଲେବଲ୍। ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ A1 ଓ A2 ଲେବଲ୍ ଲେଖିବାକୁ ବାରଣ କରିଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)। ସମସ୍ତ…

ଆତଙ୍କୀ ସେଲ୍‌ର ପର୍ଦ୍ଦାଫାସ, ଭାରତ ବିରୋଧରେ ଚାଲିଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦା ଦ୍ୱାରା ଅନୁପ୍ରାଣିତ ହୋଇ ଭାରତରେ ଚାଲିଥିବା ଗୋଟିଏ ଆତଙ୍କୀ ସେଲର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ଟେରର ମଡ୍ୟୁଲର ଫର୍ଦ୍ଦାଫାସ କରି ୧୪ ଜଣଙ୍କୁ ଗିରଫ କରିଛି। ଝାରଖଣ୍ଡ, ରାଜସ୍ଥାନ…

ଦୁଷ୍କର୍ମ ବିରୋଧରେ କଠୋର ଆଇନ ଆଣିବାକୁ ମୋଦିଙ୍କୁ ଚିଠି ଲେଖିଲେ ମମତା

କୋଲକାତା : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(ଦିଦି) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେ ଦୁଷ୍କର୍ମ ବିରୋଧରେ କଠୋର ଆଇନ ବ୍ୟବସ୍ଥା କରିବାକୁ ମୋଦିଙ୍କୁ ଚିଠିରେ କହିଛନ୍ତି।…

ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ବିଶିଷ୍ଟ ଓ ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି। ପ୍ରଫେସର ଗୋବିନ୍ଦରାଜନ ପଦ୍ମନାଭନଙ୍କୁ ରାଷ୍ଟ୍ରପତି ବିଜ୍ଞାନ ରତ୍ନ ୨୦୨୪ ପୁରସ୍କାର ପ୍ରଦାନ କରିଥିଲେ। କୃଷି ବିଜ୍ଞାନ…

ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ: ଏନସି ସହ ମେଣ୍ଟ କରିପାରେ କଂଗ୍ରେସ

ଶ୍ରୀନଗର: ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ନ୍ୟାସନାଲ କନ୍ଫରେନ୍ସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଭିତରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗରରେ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ରାହୁଲ କହିଛନ୍ତି, ‘କଂଗ୍ରେସ…

ଲେହରେ ବଡ଼ ଦୁର୍ଘଟଣା, ଗଭୀର ଖାଇରେ ଖସିପଡ଼ିଲା ସ୍କୁଲବସ୍

ଲେହ: ଲଦାଖର ଲେହରୁ ଏକ ବଡ଼ ଦୁର୍ଘଟଣାର ଖବର ଆସୁଛି। ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ପ୍ରାଣ ହରାଇଛନ୍ତି । ପୁଲିସର ସୂଚନା ଅନୁସାରେ ବସଟି ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିବାରୁ ୬ ଜଣ…

ସୁପ୍ରିମକୋର୍ଟଙ୍କ ଆଶ୍ବାସନା ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ଡାକ୍ତର

ନୂଆଦିଲ୍ଲୀ : କୋଲକାତା ହରର ଓ ସୁରକ୍ଷା ଦାବିରେ ଦୀର୍ଘ ୧୧ ଦିନ ହେଲା ଆନ୍ଦୋଳନ କରୁଥିବା ଡାକ୍ତରମାନେ ଆଜି ଏହାକୁ ପ୍ରତ୍ୟାହାର କରିଛନ୍ତି। ସୁପ୍ରିମକୋର୍ଟଙ୍କ ସୁରକ୍ଷା ସମ୍ପର୍କିତ ଆଶ୍ୱସନା ପରେ ଡାକ୍ତରମାନେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜ ଆଡ଼ୁ…

ପୋଲାଣ୍ଡରେ ମୋଦି, କହିଲେ- ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ ଭାରତ

ୱାରସା : ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ପାଇଁ ଆଉ ବେଶୀ ଦୂରରେ ନାହିଁ ଭାରତ। ବିଶ୍ୱ ବିକାଶ କ୍ଷେତ୍ରରେ ୨୦୨୩ରେ ଭାରତର ଯୋଗଦାନ ରହିଥିଲା ୧୬ ପ୍ରତିଶତ। ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ସାରା ରାଜ୍ୟରେ ବଜ୍ରାଘାତରେ ୯ ଜଣଙ୍କର ମୃତ୍ୟୁ

ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଯୋଗୁଁ ଚାଲିଗଲା ୯ ଜଣଙ୍କ ଜୀବନ । ଭଦ୍ରକ ଜିଲ୍ଲାର ଆଗରପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୨ ଜଣ ମୃତ୍ୟୁ ବରଣ କରିଥିଲା ବେଳେ ୨ଜଣ ଗୁରୁତର ହୋଇ ପଡିଛନ୍ତି । ସେମାନଙ୍କୁ…