2024

ବେଆଇନ ମଦ କାରବାରରେ ଲିପ୍ତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ପାଖାପାଖି ୨୦ ଜଣ ଅସୁସ୍ଥ ହୋଇ ପଡ଼ିଥିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବେଆଇନ ମଦ କାରବାରରେ…

ବିଷାକ୍ତ ମଦ ଟ୍ରାଜେଡି; ମାଫିଆଙ୍କୁ ମିଶାଇ ୭ ଗିରଫ

ଦିଗପହଣ୍ଡି : ବିଷାକ୍ତ ମଦ ପିଇ ୨୧ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରେ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମଦ ମାଫିଆଙ୍କୁ ମିଶାଇ ୭ ଜଣଙ୍କୁ ଗିରଫ କରିଛି ଗଞ୍ଜାମ…

୨୩ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ କଢ଼ାଯିବ ସିନ୍ଦୁକ ଓ ଆଲମିରା

ପୁରୀ : ଆସନ୍ତା ୨୩ ତାରିଖରେ ମହାପ୍ରଭୁଙ୍କ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡ଼ିକ ସ୍ଥାନାନ୍ତରଣ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗ ଦର୍ଶିକା (SOP) ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ହେବ। ଖାଲି…

ନିଜ ଦେଶକୁ ଯାଇପାରୁ ନାହାନ୍ତି ପାକିସ୍ତାନୀ ସେନା !

ଇସଲାମାବାଦ: ପାକିସ୍ତାନ ଭାବୁଛି ଗୋଟିଏ ଜିନିଷ କିନ୍ତୁ ଅନ୍ୟ କିଛି ଘଟୁଛି। ଦାରିଦ୍ର୍ୟ ଯୋଗୁ ଦେଶର ସ୍ଥିତି ସଙ୍କଟ ଜନକ ରହିଛି। ସେହିପରି ଆତଙ୍କବାଦ ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନାର ଆତଙ୍କବାଦ ବିରୋଧୀ…

ହିଂସ୍ର ହେଉଛି ବାଂଲାଦେଶ ଚିତ୍ର: ହିନ୍ଦୁଙ୍କୁ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ

ନୂଆଦିଲ୍ଲୀ: ପୁରା ଦେଶରେ ଅସମ୍ଭାଳ ସ୍ଥିତି। ଦିନକୁ ଦିନ ହିଂସ୍ର ହେଉଛି ବାଂଲାଦେଶ ଚିତ୍ର। ଅଗଷ୍ଟ ୫ ତାରିଖରେ ଶେଖ୍ ହସିନା ଦେଶ ଛାଡି ଚାଲିଯିବା ପରେ ପୁରା ଦେଶରେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ସଂଖ୍ୟା ଲଘୁ…

ଲେଟେରାଲ ଏଣ୍ଟ୍ରୀକୁ ନେଇ NDA ଦୁଇ ଫାଳ

ନୂଆଦିଲ୍ଲୀ : ପ୍ରଶାସନିକ ସେବାରେ ଲେଟେରାଲ ଏଣ୍ଟ୍ରୀକୁ ନେଇ ଯେବେଠୁ ବିଜ୍ଞାପ୍ତି ଜାରି ହୋଇଛି ସେବେଠୁ ଏହାକୁ ନେଇ ଜୋର ଧରିଛି ରାଜନୀତି। ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି। କେବଳ ସେତିକି ନୁହେଁ ଶାସକ ଏନ୍‌ଡିଏ ଦଳ ମଧ୍ୟ ଏହାକୁ ନେଇ…

୨ ନର୍ସରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା: ମୁମ୍ବାଇରେ ବିଶାଳ ବିକ୍ଷୋଭ, ସ୍କୁଲରେ ଭଙ୍ଗାରୁଜା

ମୁମ୍ବାଇ : ମହରାଷ୍ଟ୍ରର ଥାନେରେ ଥିବା ଗୋଟିଏ ବଡ଼ ସ୍କୁଲରେ ୨ ଜଣ ନର୍ସରୀ ଛାତ୍ରୀଙ୍କୁ ସୁଇପର ଯୌନ ନିର୍ଯାତନା ଦେବା ଘଟଣା ଭୟଙ୍କର ରୂପ ଧାରଣ କରିଛି। ଏପରି ଏକ ଲଜ୍ଜାଜନକ ଘଟଣା ବିରୋଧରେ ତାତିଛନ୍ତି ଲୋକ। କୋଲକାତା ଭଳି…

୧୯୯୨ ସେକ୍ସ ସ୍କାଣ୍ଡାଲ କେସ୍‌: ୩୨ ବର୍ଷ ପରେ ୬ ଜଣଙ୍କୁ ମିଳିଲା ଆଜୀବନ ଜେଲ

ଜୟପୁର : ବହୁ ଚର୍ଚ୍ଚିତ ୧୯୯୨ ମସିହା ଆଜମେର ସେକ୍ସ ସ୍କାଣ୍ଡଲ ଘଟଣାରେ ରାଜସ୍ଥାନର ଗୋଟିଏ ପୋକ୍ସ କୋର୍ଟ ୬ ଜଣଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ପୋକ୍ସ କୋର୍ଟ ଜଜ ରଞ୍ଜନ ସିଂହ ୩୨ ବର୍ଷ ପୁରୁଣା ମାମଲାରେ ରାୟ…

ପଶ୍ଚିମବଙ୍ଗ ସରକାର ଓ ଆରଜି କର ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି ବେଳେ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ। ଦେଶ ଆଉ ଏକ ବଳାତ୍କାର ଘଟଣା ଯାଏ ଅପେକ୍ଷା କରିପାରିବ ନାହିଁ। ତୃଣମୂଳ ସ୍ତରରେ ପରିବର୍ତ୍ତନ ହେବା ଆଶାରେ ଅପେକ୍ଷା କରାଯାଇ ପାରିବ…

ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ବର : ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ମମତା ହେଉଛନ୍ତି କୁଡୁମୀ ସମ୍ପ୍ରଦାୟର ନେତ୍ରୀ। ରାଜ୍ୟସଭା ପ୍ରାର୍ଥୀ ପାଇଁ ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି…