2024

୩୦ ବର୍ଷ ପରେ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ହେବ: ବିଜୟଭର୍ଗିୟ

ଇନ୍ଦୋର : ମଧ୍ୟପ୍ରଦେଶର ମନ୍ତ୍ରୀ କୈଳାସ ବିଜୟଭର୍ଗିୟଙ୍କ ଏକ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର‌େ ଲାଗିଛି। ଇନ୍ଦୋରରେ ମନ୍ତ୍ରୀ ବିଜୟଭର୍ଗିଆ ଏକ ସାମାଜିକ ସମନ୍ୱୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ…

ବୟଫ୍ରେଣ୍ଡ ସହିତ ଯାଆନ୍ତୁ, ଆମେ ସୁରକ୍ଷା ଦେଇ ପାରିବୁ ନାହିଁ: ଡାକ୍ତରଙ୍କୁ ନେଇ ଟିଏମସି ସାଂସଦଙ୍କ ବିବାଦୀୟ ମନ୍ତବ୍ୟ

କୋଲକାତା: ଚଳିତ ମାସ ଆରମ୍ଭରେ ଅଗଷ୍ଟ ୯ରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ଡାକ୍ତରଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହା ପରେ ଧର୍ମଘଟରେ ଥିବା ଡାକ୍ତରଙ୍କୁ ଟାର୍ଗେଟ କରି ଟିଏମସି…

ଡରାଇଲା ମଙ୍କି ପକ୍ସ: ହସ୍ପିଟାଲ ଓ ଏୟାରପୋର୍ଟକୁ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ : ଭାରତକୁ ଡରାଇବା ଆରମ୍ଭ କରିଛି ମଙ୍କି ପକ୍ସ ଭାଇରସ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏମପକ୍ସ ବା ମଙ୍କି ପକ୍ସକୁ ଗ୍ଲୋବାଲ ପବ୍ଲିକ ହେଲ୍ଥ ଏମର୍ଜେନ୍ସି ଘୋଷଣା କରିବା ପରେ ଭାରତରେ ମଧ୍ୟ ଛନକା ସୃଷ୍ଟି ହୋଇଛି। ଏହାର ମୁକାବିଲା…

ତେଲେଙ୍ଗାନାରୁ ଅଭିଷେକ ମନୁ ସିଂଭିଙ୍କୁ ରାଜ୍ୟସଭା ପଠାଇବ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଭିଷେକ ମନୁ ସିଂଭି ସୋମବାର ତେଲେଙ୍ଗାନାରୁ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଯେତେବେଳେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବାକୁ ସିଂଭି ବିଧାନସଭାରେ ପହଞ୍ଚିଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ଏ ରେଭନ୍ତ ରେଡ୍ଡୀ…

ଜମି ଦୁର୍ନୀତି ବିବାଦ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀଙ୍କୁ ‘ହାଇକୋର୍ଟ’ ଆଶ୍ୱସ୍ତି

ବେଙ୍ଗାଲୁରୁ : ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ଦ୍ୱାରା ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗ ଘଟଣାରେ କଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆଜି କର୍ଣ୍ଣାଟକା ହାଇକୋର୍ଟ ଟ୍ରାଏଲ…

ଇନ୍ଦିରା ଗାନ୍ଧୀଙ୍କ ଭଳି ମମତାଙ୍କୁ ଗୁଳି କର, ପୋଷ୍ଟ ଭାଇରାଲ ପରେ ଯୁବତୀ ଗିରଫ

କୋଲକାତା : ‘ଇନ୍ଦିରା ଗାନ୍ଧୀଙ୍କ ଭଳି ମମତା ବାନାର୍ଜୀଙ୍କୁ ଗୁଳି କରି ହତ୍ୟା କର।’ ସୋଶାଲ ମିଡିଆରେ ଏଭଳି କିଛି ପୋଷ୍ଟ ଭାଇରାଲ ହେବା ପରେ ଆକ୍ସନ ମୁଡ୍‌ ଆସିଛି ପଶ୍ଚିମବଙ୍ଗ ପୁଲିସ। ଏହି ମାମଲାରେ ଜଣେ ଛତ୍ରୀଙ୍କୁ ପୁଲିସ ଗିରଫ…

ପୀଡ଼ିତାଙ୍କ ଘରେ ପହଞ୍ଚି ବିବୃତି ରେକର୍ଡ କଲା ସିବିଆଇ ଟିମ୍‌

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ଏବେ ସୁଦ୍ଧା ସମୁଦାୟ ୩୭ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଅଗଷ୍ଟ ୧୪ ତାରିଖ ରାତିରେ ଘଟିଥିବା ଭଙ୍ଗାରୁଜା ଘଟଣାର ଯାଞ୍ଚ ପାଇଁ କୋଲକାତା ପୁଲିସ…

ଆଫ୍ରିକାର ୧୩ଟି ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କଲାଣି ଏମ୍ ପକ୍ସ, ଗଲାଣି ୫୨୪ ଜଣଙ୍କ ଜୀବନ

କରୋନା ଭଳି ମାରାତ୍ମକ ହେବ କି ଏମ୍ –ପକ୍ସ । ଏଭଳି ଆଶଙ୍କା ସୃଷ୍ଟି ହେଲାଣି । ୧୩ଟି ରାଷ୍ଟ୍ରରେ ଏହା ଆତଙ୍କ ସୃଷ୍ଟି କଲାଣି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏମ୍ -ପକ୍ସକୁ ବିଶ୍ୱରେ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି…

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣଙ୍କ ମୃତ୍ୟୁ, ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର : ଆଜି ରାଜ୍ୟର ୫ଟି ଜିଲ୍ଲାରେ ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାରବର୍ଗଙ୍କ…

ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ, ୧୯ ମୃତ

ଗାଜା: ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଅଲଗା ଅଲଗା ସ୍ଥାନରେ କରାଯାଇଥିବା ଆକ୍ରମଣରେ ୬ ଜଣ ଶିଶୁଙ୍କ ସମେତ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଗାଜାର ଅଲ୍-ଆକ୍ସା ହସପିଟାଲ ଅନୁଯାୟୀ, ଇସ୍ରାଏଲ ରବିବାର ସକାଳେ…