2024

ଅବସରପ୍ରାପ୍ତ ଏୟାର ଫୋର୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: କାରରୁ ମିଳିଲା ଅବସରପ୍ରାପ୍ତ ଏୟାର ଫୋର୍ସ କର୍ମଚାରୀଙ୍କ ମୃତଦେହ। ଜଟଣୀ ଥାନା ରାମଚନ୍ଦ୍ରପୁର ବଜାର ନିକଟ ୧୨ ନମ୍ବର ୱାର୍ଡ ଆରଆଇ ଅଫିସ ପାଖରେ ଅଲ୍ଟୋ କେ୧୦ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଜଟଣୀ ପୁଲିସ ପହଂଚି…

ପୋଲାଭରମ ପ୍ରକଳ୍ପ ବିବାଦ: ମୋଟୁ ଅଂଚଳ ଗସ୍ତ କଲେ କଂଗ୍ରେସ୍‌ର ଟିମ୍‌

ମାଲକାନଗିରି : ବାଦବିବାଦ ଭିତରେ ଛନ୍ଦି ହୋଇ ରହିଥିବା ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ ହୋଇ ରହିଛି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ବିଜେଡି ପ୍ରଥମରୁ ହିଁ ସ୍ବରତ୍ତୋଳନ କରିଆସୁଥିବା ବେଳେ ଏବେ କଂଗ୍ରେସ ଏହି ଆନ୍ଦୋଳନରେ ସାମିଲ…

ସିମ୍ ବକ୍ସ ଜବତ ଘଟଣା; ମାଷ୍ଟର ମାଇଣ୍ଡ ବାଂଲାଦେଶୀ, ଚାଇନା ଓ ପାକିସ୍ତାନକୁ ହେଉଥିଲା କଲ୍‌

ଭୁବନେଶ୍ବର : ‘ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣାରେ ରହିଛି ଇଣ୍ଟରନ୍ୟାସନାଲ୍‌ ଲିଙ୍କ। ଏହି ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶକୁ କଲ୍‌ କରାଯାଉଥିଲା। ସାଇବର ଫ୍ରଡ୍, ଆତଙ୍କବାଦୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ଏହାକୁ ବ୍ୟବହାର…

କିଙ୍ଗପିନଙ୍କ ସମେତ ୫ ଲୁଟେରାଙ୍କୁ ବାନ୍ଧିଲା ପୁଲିସ୍‌

କଟକ : ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌ ମାମଲାରେ କଟକ ଜଗତପୁର ଥାନା ପୁଲିସ୍‌ ମୁଖ୍ୟଅଭିଯୁକ୍ତଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରିଛି। ଏବେ ମଦ୍ୟ ଜଣେ ଫେରାର ଅଛି। ତାକୁ ଗିରଫ କରିବା ପାଇଁ ଉଦ୍ୟମ ଚଲିଥିବା କଟକ ଡିସିପି ପ୍ରକାଶ…

ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଦମ୍ପତିଙ୍କ ସମେତ ୩ ମୃତ

ବାରିପଦା : ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଲେ ୩ ଚାଷୀ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ଅନ୍ୟ…

ମୋଦି ରୁଷ ଯାଇଥିଲେ, ଏବେ ଆମେରିକା ଯିବେ ରାଜନାଥ ସିଂହ

ନୂଆଦିଲ୍ଲୀ : ଚଳିତ ମାସର ଆମେରିକା ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଉଚ୍ଚସ୍ତୀୟ ବୈଠକରେ ଶ୍ରୀ ସିଂହ ଯୋଗାଦେବେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ କରିଥିଲେ। ଏହାକୁ ନେଇ ଆମେରିକା…

‘ରାଜନୀତି ପାଇଁ ‘ରାଜ ଭବନ’ର ବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର’

ବେଙ୍ଗାଲୁରୁ : ଜମି ଦୁର୍ନିତି ଅଭିଯୋଗରେ ମାମଲା ରୁଜୁ ପାଇଁ ରାଜ୍ୟପାଳ ଅନୁମତି ଦେବା ପରେ ମୁହଁ ଖୋଲିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ରାଜନୀତି କରିବାକୁ କେନ୍ଦ୍ର ସରକାର ‘ରାଜ ଭବନ’ର ବ୍ୟବହାର କରୁଥିବା ସିଦ୍ଧରମୈୟା ଅଭିଯୋଗ କରିଛନ୍ତି। ସେ ଆହୁରି…

୧୫୦ ମିଲିଗ୍ରାମ ସେମେନ ମିଳିବା ଓ ହାଡ଼ ଭାଙ୍ଗିବା ଖବରକୁ ମିଛ କହିଲା ପୁଲିସ୍‌

କୋଲକାତା: କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ବିଭିନ୍ନ ସ୍ଥାନରେ ମହିଳାମାନେ ବିକ୍ଷୋଭ କରୁଥିବା ବେଳେ ଡାକ୍ତରମାନେ ମଧ୍ୟ ଷ୍ଟ୍ରାଇକକୁ ଓହ୍ଲାଇଛନ୍ତି। ଏହି…

ଲାଇନ୍‌ଚ୍ୟୁତ୍‌ ହେଲା ସାବରମତି ଏକ୍ସପ୍ରେସର ବାଇଶିଟି କୋଚ୍, ଅନେକ ଟ୍ରେନ୍ ହେଲା ବାତିଲ୍

ବାରଣାସୀ: ବାରଣାସୀରୁ ସାବରମତି ଅଭିମୁଖେ ଯାଉଥିବା ସାବରମତି ଏକ୍ସପ୍ରେସର ବାଇଶିଟି କୋଚ୍ ଶନିବାର ଭୋରୁ ଉତ୍ତରପ୍ରଦେଶର କାନପୁର ନିକଟରେ ଲାଇନ୍‌ଚ୍ୟୁତ୍‌ ହୋଇ ଯାତ୍ରୀମାନଙ୍କ ମଧ୍ୟରେ ଭୟର ଆତଙ୍କ ସୃଷ୍ଟି କରିଛି। ଭୀମସେନ ନିକଟରେ ଟ୍ରେନଟି କାନପୁର ଛାଡ଼ିବାର କିଛି ସମୟ ପରେ…

ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା: ଡାକ୍ତରମାନଙ୍କ ପକ୍ଷରୁ ଆରମ୍ଭ ହୋଇଗଲା ଦେଶବ୍ୟାପୀ ଧର୍ମଘଟ

ନୂଆଦିଲ୍ଲୀ: ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପକ୍ଷରୁ ଡାକ୍ତରଙ୍କ ଦ୍ବାରା ଡକାଯାଇଥିବା ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଶନିବାର ଦିନ ଆରମ୍ଭ ହୋଇଯାଇଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସ୍ୱାସ୍ଥ୍ୟ ସେବା ଶନିବାର…