ପୂଜା ଖେଡକରଙ୍କୁ ଆଶ୍ୱସ୍ଥି, ଅଗଷ୍ଟ ୨୧ ପୂର୍ବରୁ ଗିରଫ କରିପାରିବନି ପୁଲିସ
ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ କୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ଥି। ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି ଦିଲ୍ଲୀ ପୁଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କେନ୍ଦ୍ର ଜନସେବା ଆୟୋଗ (UPSC) ପରୀକ୍ଷାରେ ଆସନ ସୁରକ୍ଷିତ ରଖିବା…
