ଖୁବ୍ ଶୀଘ୍ର ହେବ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା : ଆଇନମନ୍ତ୍ରୀ
ଭୁବନେଶ୍ୱର : ବାଂଲାଦେଶରେ ଲାଗିଥିବା ହିଂସାକୁ ନେଇ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ସମୁଦ୍ର ପଥ ଦେଇ ବାଂଲାଦେଶରୁ ଅନୁପ୍ରବେଶକାରୀ ଆସିପାରନ୍ତି ବୋଲି ଆଶଂକା କରି ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ତଟ ଓ ସମୁଦ୍ର ମୁହାଣରେ ସୁରକ୍ଷା ବ୍ୟବସ୍ଥା…
