2024

ନକଲି ଇଞ୍ଜିନ ଅଏଲ ପ୍ରସ୍ତୁତ କାରଖାନା ଠାବ, ୩ ଗିରଫ

ବ୍ରହ୍ମପୁର : ଅସଲି ଡବାରେ ନକଲି ତେଲ । ନାମୀ ବ୍ରାଣ୍ଡର ଲେବଲ ଲଗାଇ ନକଲି ଇଞ୍ଜିନ ଅଏଲ ବିକ୍ରି । ବ୍ରହ୍ମପୁରରେ ବେଆଇନ ଓ ନକଲି ଇଞ୍ଜିନ ଅଏଲ ପ୍ରସ୍ତୁତ କାରଖାନା ଠାବ ହୋଇଛି । ଘଟଣାରେ ୩ ଜଣଙ୍କୁ…

ବାଂଲାଦେଶରେ ଥିବା ଭାରତୀୟ ଓ ସଂଖ୍ୟାଲଘୁଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଭାରତ ଗଠନ କଲା କମିଟି

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅଶାନ୍ତ ହୋଇପଡ଼ିଥିବା ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କୁ ଆକ୍ରମଣ କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ଭାରତ ସରକାର ଏକ କମିଟି ଗଠନ କରିଛନ୍ତି। ବାଂଲାଦେଶର ସ୍ଥିତି ଉପରେ ନଜର ରଖିବା ପାଇଁ ଏହି କମିଟି ଗଠନ କରାଯାଇଛି। ତା’ସହିତ…

ରାଜ୍ୟସଭାରେ ଜୟା କହିଲେ ମୁଁ ସେଲିବ୍ରିଟି

ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଅଧ୍ୟକ୍ଷ ଜଗଦୀପ ଧନଖଡ। କିଛି ଦିନ ହେବ ନାମ ଉଚ୍ଚାରଣକୁ ନେଇ ଚାଲିଥିବା ଥଟ୍ଟା ମଜା ମଧ୍ୟରେ ଆଜି ଅଧ୍ୟକ୍ଷ କ୍ରୋଧିତ ହୋଇଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି,…

୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନାଉଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ

ଜଗତସିଂହପୁର: ଏହି କିଛି ଦିନ ମଧ୍ୟରେ ରାଜ୍ୟରେ ବଡ ବଡ ପଦବୀରେ ଥିବା ଯନ୍ତ୍ରୀ ମାନେ ଲାଞ୍ଚ ନେଉଥିବା ବେଳେ ଧରାପଡୁଛନ୍ତି । ସେମାନଙ୍କ ନିକଟରୁ ପୁଳା ପୁଳା ଟଙ୍କା, ସୁନା ଗହଳା ସହ ବହୁ ସଂଖ୍ୟକ ପ୍ଲଟ ମାନ ଠାବ…

ମନୀଷ ସିସୋଦିଆଙ୍କ ଜାମିନକୁ ସତ୍ୟର ବିଜୟ କହିଲା ଆପ୍

ପାଖାପାଖି 18 ମାସ ପରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ତାଙ୍କୁ ଗିରଫ କରିଥିଲା। ଏହି…

୩୦ ଟଙ୍କାରେ ଆଳୁ ବିକିବେ ରାଜ୍ୟ ସରକାର

ଆଳୁ ସମସ୍ୟା ସମାଧାନ ପାଇଁ ବାଟ ଫିଟିଲା। ନାଫେଡ୍‌ ମାଧ୍ୟମରେ ରାଜ୍ୟ ସରକାର ଆଳୁ କିଣିବେ। ସେଥିପାଇଁ ଅର୍ଡର ଦିଆଯାଇଛି। ଦିନେ ବା ଦୁଇ ଦିନ ଭିତରେ ଓଡ଼ିଶାରେ ଆଳୁ ପହଞ୍ଚିବ। ରାଜ୍ୟ ସରକାର ଉଚ୍ଚା ଦରରେ ଆଳୁ କିଣିଲେ ସୁଦ୍ଧା…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁବୃତ୍ତ

ପୁରୀ: ପୁରୀ ସହରରେ ଆଉ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଟାଉନଥାନା ଅନ୍ତର୍ଗତ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍ ଠାରେ କିଛି ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ହାଡଗୋଡିଆ ସାହି…

ଧରା ପଡ଼ିଲା କୁଖ୍ୟାତ ISIS ଆତଙ୍କବାଦୀ ରିଜୱାନ ଅବଦୁଲ ହାଜି ଅଲ୍ଲି

ଶେଷରେ ଧରା ପଡ଼ିଲା କୁଖ୍ୟାତ ISIS ଆତଙ୍କବାଦୀ ରିଜୱାନ ଅବଦୁଲ ହାଜି ଅଲ୍ଲି । ସେ NIAର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ସାମିଲ ଥିଲା। ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ତାକୁ ଆଜି ଭୋରରୁ ମାଡ଼ି ବସିଛି। ରିଜୱାନ ଉପରେ ୩…

ଭି.କେ.ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତ ଖର୍ଚ୍ଚର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତ ଖର୍ଚ୍ଚକୁ ନେଇ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ ହେବ ଏବଂ ଏନେଇ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭି.…

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ ଆରଏସଏସ ମୁଖ୍ୟ ମୋହନ ଭଗବତ

ପୁରୀ: ଓଡ଼ିଶାରେ ପହଞ୍ଚିବାର ଗୋଟିଏ ଦିନ ପରେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଶୁକ୍ରବାର ଦିନ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ନେଇଛନ୍ତି। ଏହା ପରେ ସେ ଗୋବର୍ଦ୍ଧନ ପୀଠରେ ପୁରୀ ଶଙ୍କରାଚାର୍ଯ୍ୟ…