2024

ତାନ୍ତ୍ରିକ ନିଖୋଜ: ମହିଳା ଅଟକ, ପୁଲିସର ଛାନ୍‌ଭିନ୍‌ ଜାରି

ପୁରୀ: ହନୁମାନ ପଇସା କାରବାରରୁ ଅପହରଣ। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମର ତାନ୍ତ୍ରିକ ଗଦାଧର ନିଖୋଜକୁ ୨୪ ଘଣ୍ଟା ପୂରିଲା। ନିଖୋଜ ଗଦାଧର ନିଶଙ୍କ ପତ୍ତା ମିଳୁନଥିବାରୁ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ଗଦାଧର ଜଣେ…

ଯେତେ ଖୋଳିଲେ ସେତେ ବାହାରୁଛି: ଗିରଫ ପ୍ରଭାସଙ୍କର ଆଉ ୨୦ଟି ପ୍ଲଟ ଠାବ, ୧୦୫ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ବର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କର ଆଉ ୨୦ଟି ପ୍ଳଟ୍ ଠାବ କରାଯାଇଛି। ଏହି ୨୦ଟି ପ୍ଳଟ…

ଆଠଗଡ଼ ବିଡିଓ ଗିରଫ; ଠୁଳ କରିଥିଲେ ଆୟଠାରୁ ଅଧିକ ସମ୍ପତ୍ତି

ଭୁବନେଶ୍ବର : ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ବିଡିଓ ଆୟଠାରୁଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଗତକାଲି ପ୍ରଦୀପଙ୍କ ପୈତୃକ…

ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ, ସ୍ପେନକୁ ୨-୧ରେ ହରାଇଲା

ନୂଆଦିଲ୍ଲୀ: ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି । ଏହା ସହିତ ଲଗତାର ୨ୟ ଥର ପାଇଁ ଭାରତ ଅଲିମ୍ପିକ୍ସ…

କ୍ରମାଗତ ଅଷ୍ଟମ ଥର ପାଇଁ ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ରେପୋ ରେଟ୍ (ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର…

ଅବସର ନେବା ପରେ ରାଜନୀତିକୁ ଆସନ୍ତୁ ନାହିଁ, ବିଚାରପତିମାନଙ୍କ ଉଦ୍ଦେଶ୍ୟରେ ଏଭଳି କହିଲେ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ବିଚାରପତିମାନଙ୍କୁ ନେଇ ଅନେକ ସମୟରେ କଥା ଉଠିଯାଏ ଯେ ସେମାନେ ରାଜନୀତିରେ ପ୍ରବେଶ କରିବା ଉଚିତ୍ ନୁହେଁ | ଗତ କିଛି ବର୍ଷ ମଧ୍ୟରେ କିମ୍ବା ଗତ କିଛି ଦଶନ୍ଧି ମଧ୍ୟରେ ଅନେକ ବଡ ବିଚାରପତି ରାଜନୀତିରେ ଯୋଗ ଦେଇଥିବା…

ବାଂଲାଦେଶରେ ଭାରତୀୟ ଭିସା ଆବେଦନ କେନ୍ଦ୍ର ବନ୍ଦ

ନୂଆଦିଲ୍ଲୀ : ବାଂଲାଦେଶରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ। ଦେଶରେ ଚାଲିଥିବା ହିଂସା ମଧ୍ୟରେ ଭାରତୀୟ ଭିସା କେନ୍ଦ୍ରକୁ ବନ୍ଦ ରଖାଯାଇଛି। ପରବର୍ତ୍ତୀ ସୂଚନା ନ ଆସିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି…

ଦେବୀ ପାର୍ବତୀଙ୍କ ପର୍ବ ପୋଷ୍ଟରରେ ଆମେରିକା ପର୍ଣ୍ଣ ଷ୍ଟାରଙ୍କ ଫଟୋ

ନୂଆଦିଲ୍ଲୀ : ଧାର୍ମିକ କାର୍ଯ୍ୟକ୍ରମ ପୋଷ୍ଟରରେ ଆମେରିକାର ପର୍ଣ୍ଣ ଷ୍ଟାରଙ୍କ ଫଟୋ ଲାଗିବାକୁ ନେଇ ବିବାଦ। ଏହି କାରଣକୁ ନେଇ ତାମିଲନାଡୁର କାଞ୍ଚିପୁରମରେ ବିବାଦ ସୃଷ୍ଟି ହୋଇଛି। ଦେବୀ ପାର୍ବତୀଙ୍କ ପୂଜା ପାଇଁ ଆୟୋଜିତ ହୋଇଥିବା ଧାର୍ମିକ କାର୍ଯ୍ୟକ୍ରମ ପୋଷ୍ଟରରେ ଲାଗିଥିଲା…

ପ୍ରତିଦିନ ମୋତେ ଅପମାନିତ କରାଯାଉଛି…, ଚୌକି ଛାଡ଼ି ପଳାଇଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଗିଗଲେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ଗୃହ ଚାଲିଥିବା ବେଳେ କଲେ କକ୍ଷ ତ୍ୟାଗ। ଚେୟାରରୁ ଉଠି ଚାଲିଗଲେ। ଆଜି ରାଜ୍ୟସଭା ଚାଲିଥିବା ବେଳେ ବିରୋଧୀ ଦଳ ନେତାଙ୍କ ହୋହଲ୍ଲା ଓ ସ୍ଲୋଗାନ ଯୋଗୁ ସେ…

ଜାପାନ‌ରେ ୭.୧ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଜାପାନ‌ରେ ଆଜି ୭.୧ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଅନୁଭୂତ ହୋଇଛି। ପଶ୍ଚିମ ଜାପାନରେ ଗୁରୁବାର ଦିନ ହୋଇଥିବା ଏହି ଭୂକମ୍ପ କ୍ୟୁସୁ ଏବଂ ସିକୋକୁ ଦ୍ୱୀପପୁଞ୍ଜକୁ ଥରହର କରି ପକାଇଛି। ପବ୍ଲିକ୍‌ ବ୍ରଡକାଷ୍ଟର ଏନ୍‌ଏଚ୍‌କେ ଦ୍ବାରା ହୋଇଥିବା ରିପୋର୍ଟ…