2024

ହସିନାଙ୍କ ଭବିଷ୍ୟତ ସଂପର୍କରେ ପୁଅ ଜୋୟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ପଦରୁ ଇସ୍ତଫା ଦେବା ପରଠାରୁ ଭାରତରେ ଅଛନ୍ତି। କିନ୍ତୁ ଏହା ପରେ ସେ କେଉଁଆଡ଼େ ଯିବେ, ବ୍ରିଟେନ୍ ଓ ଆମେରିକା ମଧ୍ୟ କାହିଁକି ହସିନାଙ୍କ ନିଜ ଦେଶ ପାଇଁ ଦ୍ୱାର ବନ୍ଦ…

‘ମାଫିଆଙ୍କ ଅଧୀନରେ ଅଛି ୱାକଫ ବୋର୍ଡ’, ଲୋକସଭାରେ ସଂଶୋଧନ ବିଲ୍ ଆଗତ

ନୂଆଦିଲ୍ଲୀ : ଆଜି ଲୋକସଭାରେ ୱାକଫ ସଂଶୋଧନ ବିଲ୍ 2024 ଉପସ୍ଥାପିତ କରିଛନ୍ତି ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ। ପୁରୁଣା ୱାକଫ ନିୟମରେ ପରିବର୍ତ୍ତନ ପାଇଁ ୱାକଫ ସଂଶୋଧନ ବିଲ୍ 2024 ଆଗତ କରାଯାଇଛି। ଏହି ବିଲ୍ ଆଗତ ହେବା ମାତ୍ରେ…

ବାଂଲାଦେଶ ହିଂସା ମଧ୍ୟରେ ଅଗଷ୍ଟ ୮ରେ ଶପଥ ନେବେ ମହମ୍ମଦ ୟୁନୁସ

ଢାକା: ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଅନ୍ତରୀଣ ସରକାର ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଏନେଇ ଦେଶର ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ବୁଧବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଜେନେରାଲ ୱାକର କହିଛନ୍ତି ଯେ ଅନ୍ତରୀଣ…

ସିରିଜ୍ ହାରିଲା ଭାରତ: ଶେଷ ମ୍ୟାଚ୍ ୧୧୦ ରନ୍‌ରେ ଜିତିଲା ଶ୍ରୀଲଙ୍କା

କଲମ୍ବୋ: କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଆୟୋଜକ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚରେ ପରାଜୟ ସହିତ ଟିମ୍ ଇଣ୍ଡିଆ ଏକଦିବସୀୟ ହାରିଛି। ଶ୍ରୀଲଙ୍କା ଦୁଇଟି ମ୍ୟାଚ୍ ଜିତି ସିରିଜକୁ ୨-୦ରେ ଜିତି…

କ୍ରାଶ କରିଗଲା ହେଲିକପ୍ଟର: ପାଇଲଟଙ୍କ ସମେତ ୫ ମୃତ

ପୁଣିଥରେ ନେପାଳରେ ଘଟିଛି ବଡ଼ ଦୁର୍ଘଟଣା। ଆଜି ନେପାଳର ନୂୱାକୋଟ ଅନ୍ତର୍ଗତ ଶିବପୁରିରେ ଗୋଟିଏ ଯାତ୍ରୀବାହୀ ହେଲିକପ୍ଟର କ୍ରାଶ କରି ଯାଇଛି। ଏୟା ଡାଏନଷ୍ଟୀ କମ୍ପାନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ପାଇଲଟଙ୍କୁ ମିଶାଇ ସମସ୍ତ ୫ ଜଣଙ୍କ ମୃତ୍ୟୁ…

କୋଟିପତି ବିଡ଼ିଓ, ଘରୁ ମିଳିଲା ୬ଲକ୍ଷ ନଗଦ ଟଙ୍କା

ଭୁବନେଶ୍ୱର; ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ ଆଠଗଡ ସମେତ ଏକକାଳୀନ 8ଟି ସ୍ଥାନରେ…

ବାଂଲାଦେଶରେ ବିଗୁଡ଼ୁଛି ସ୍ଥିତି, ପରିବାର ସହ ଫେରିଲେ ୧୯୦ ଦୂତାବାସ କର୍ମଚାରୀ

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବାଂଲାଦେଶରେ ଆରମ୍ଭ ହୋଇଥିବା ହିଂସା ଥମିବା ନାଁ ଧରୁନି। ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ପଳାଇ ଯାଇଥିବା ବେଳେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହାପରେ ବି…

୪୯ ନୁହେଁ ବରଂ ୯୯ ରାଣୀର ରାଜା ଥିଲା ସତ୍ୟଜିତ ସାମଲ

ଭୁବନେଶ୍ବର: ଖୋଲୁଛି ଧୋକାବାଦ ସତ୍ୟଜିତ ସାମଲଙ୍କ ଗୁମର । ଗତକାଲି ଠୁ ଦୁଇ ଦିନିଆ ରିମାଣ୍ଡରେ ଗଲା ପରେ ଧିରେ ଧିରେ ଖୋଲୁଛି ସବୁ ରହସ୍ୟ । ୪୯ ନୁହେଁ ବରଂ ୯୯ ମହିଳାଙ୍କ ସହ ଥିଲା ତାର ସମ୍ପର୍କ ।…

ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ଗତକାଲି ୫୪୭ ଡେଙ୍ଗୁ ଟେଷ୍ଟିଂରୁ ୩୪ ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ପହର ଦିନ ଅଧିକ ଥିଲା କାରଣ ଏହା ଦୁଇ ଦିନର ମିଳିତ ଡାଟା। ହେଲେ ଗତ ବର୍ଷ ଏହି ସମୟ…

ଭୁବନେଶ୍ୱରରେ ବାର୍ ମାଲିକ ଓ ଏଜେଣ୍ଟ ଗିରଫ

ରାଜଧାନୀ ଭୁବନେଶ୍ୱରରେ ବାର ଗାର୍ଲଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ବାର୍‌ ମାଲିକ ଶିବ ପ୍ରସାଦ ମଲ୍ଲିକ। ତାଙ୍କ ସହିତ ଜଣେ ଏଜେଣ୍ଟଙ୍କୁ ମଧ୍ୟ ଗିରଫ କରିଛି ପୁଲିସ। ତାଙ୍କ ନାଁ ଜ୍ୟୋତି ପ୍ରକାଶ ନାୟକ। ଟଙ୍କା ନ ଦେଇ…