ଏମ୍ସ ଭୁବନେଶ୍ବରରେ ମୃତ୍ୟୁ ଘଟଣା: ରିପୋର୍ଟରୁ ସ୍ପଷ୍ଟ- ଜୀବନ ହାରିଥିଲେ ବୃଦ୍ଧ
ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭୁବନେଶ୍ବରରେ ଆଜି ସକାଳୁ ଜଣେ ବୃଦ୍ଧ ରୋଗୀ ଦିଲୀପ ସାହୁଙ୍କ ମୃତ୍ୟୁ ନେଇ କାରଣ ଜଣାପଡ଼ିଛି। ଏମ୍ସ ଭୁବନେଶ୍ବର କର୍ତ୍ତୃପକ୍ଷ କହିଛନ୍ତି ଯେ, ଦିଲୀପ ସାହୁ ଅର୍ଥୋପେଡିକ୍ ୱାର୍ଡରେ ଜୀବନ ହାରିଛନ୍ତି। ପୋଷ୍ଟମର୍ଟମ…
