ନବୀନ ନିବାସରେ ବିରୋଧୀଦଳ ନେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସର୍ବଦଳୀୟ ବୈଠକ ପାଇଁ କଲେ ନିମନ୍ତ୍ରଣ
ଭୁବନେଶ୍ୱର : ବିଧାନସଭା ପୂର୍ବରୁ ଗଠନମୂଳକ ସହଯୋଗ ଲୋଡିଲେ ମୋହନ ସରକାର । ନବୀନ ନିବାସ ଯାଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଏହାସହ ବିଧାନସଭାର ସମସ୍ତ…
