2024

ମେଡିକାଲ୍‌ରେ ପଶିଲା ଆଣ୍ଠୁଏ ଉଚ୍ଚର ପାଣି; ଭାସିଗଲା ବହୁ ଔଷଧ

ମାଲକାନଗିରି : ମେଡ଼ିକାଲ୍‌ରେ ପଶିଲା ପାହାଡ଼ିଆ ପାଣି। ଆଉ ସେହି ପାଣିରେ ଭାସିଗଲା ବହୁ ଔଷଧ। ଏପରି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ। ସେପଟେ ଲଗାତାର ବର୍ଷା ଯୋଗୁ ସିଲେରୁ ଓ ସାବେରୀ ନଦୀ…

ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ଜେଲ୍‌ରୁ ମୁକୁଳିଲେ ଶିବଶଙ୍କର ଦାସ

କଟକ/ବ୍ରହ୍ମପୁର: ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ୪୦ ହଜାର ଟଙ୍କାର ଦୁଇ ଜଣ ସ୍ଥାନୀୟ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ଶ୍ରୀ ଦାଶଙ୍କୁ ଜାମିନରେ ଛାଡ଼ିବେ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ, ଆଗରେ ରେଭେନ୍ସା

ଭୁବନେଶ୍ବର : ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ ରହିଥିବା ବେଳେ ବାଣିଜ୍ୟରେ ରେଭେନ୍ସା ଓ ରାଉରକେଲା HSS ମିଳିତ ଭାବେ ଶୀର୍ଷରେ…

ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ

ଭୁବନେଶ୍ବର : ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ବଦଳାଇ ଦେଇଛନ୍ତି। ଏହାର ନୂଆ ନାଁ ରଖାଯାଇଛି ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’। ଏହା ସହିତ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ସମ୍ମାନକୁ…

ନାବାଳିକାଙ୍କୁ ଗଣଦୁଷ୍କର୍ମ; ୪ ଜଣଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌, ୪ ଲକ୍ଷ ଜରିମାନା

ଯାଜପୁର : ଗଣଦୁଷ୍କର୍ମ ଅଭିଯୋଗରେ ଯାଜପୁର ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଆଜି ୪ଜଣ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ୨୦ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ସେମାନଙ୍କୁ ୪ଲକ୍ଷ ଟଙ୍କା ଜରିମାନା ଏବଂ ଅନାଦାୟ ଅଧିକ ୬ମାସ କାରାଦଣ୍ଡ ଭୋଗିବା…

ବାଘଛାଲ ବ୍ୟବସାୟୀ ସମେତ ୪ ଶିକାରୀ ଗିରଫ

ଫୁଲବାଣୀ: ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ଟିକାବାଲି ଏବଂ ଫୁଲବାଣୀ ରେଞ୍ଜ ଅଧିକାରୀଙ୍କ ମିଳିତ ଚଢ଼ଉ କରାଯାଇ ୨ଟି କଲରାପତରିଆ ବାଘ ଓ ୩ କୁଟୁରା ଛାଲ ଜବତ ହୋଇଛି। ଏହି ମାମଲାରେ ବନବିଭାଗ ଦୁଇ ବ୍ୟବସାୟୀ ସମେତ ୪ ଶିକାରୀଙ୍କୁ ଗିରଫ…

ରାହୁଲ ଏବେ କେଉଁଠି ?

ନୂଆଦିଲ୍ଲୀ: ସାଧାରଣ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିବାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ପୁଣି ଥରେ ଖବରରେ ଅଛନ୍ତି। ସେ ଏବେ କେଉଁଠି ଅଛନ୍ତି ସେ ନେଇ ପ୍ରଶ୍ନ ଉଠିଛି। ବିଶେଷକରି ଜୁଲାଇ ୧୧ ରେ ଆମେରିକାର ଉପରାଷ୍ଟ୍ରପତି କମଲା…

ଜାପାନରେ କେପି.୩ ଆତଙ୍କ, ଭାରତ ପାଇଁ ସତର୍କ ସୂଚନା !

ଟୋକିଓ: ଯଦିଓ କୋଭିଡ୍-୧୯ ବିଷୟରେ ଲୋକଙ୍କ ମନରେ ଭୟ ସମାପ୍ତ ହୋଇଛି, ତଥାପି ଏହି ଭୁତାଣୁ ଏବେ ମଧ୍ୟ ଆତଙ୍କ ରଚୁଛି। ସମ୍ପ୍ରତି କରୋନାର ନୂଆ ଭାରିଆଣ୍ଟ କେପି.୩ ଜାପାନରେ ଲୋକଙ୍କ ଜୀବନ ପ୍ରତି ବିପଦ ପାଲଟିଛି। ଗତ କିଛି ସପ୍ତାହ…

ସାଇବର କ୍ରୀତଦାସରୁ ମୁକୁଳିଲେ ୧୪ ଭାରତୀୟ, ସ୍ୱଦେଶ ଫେରିବାକୁ କରିଛନ୍ତି ଅପେକ୍ଷା

ନୂଆଦିଲ୍ଲୀ : ମାନବ ଚୋରାଚାଲାଣ କରୁଥିବା ଗ୍ୟାଙ୍ଗର ଠକାମୀରେ ଫସି କାମ୍ବୋଡିଆରେ ସାଇବର କ୍ରୀତଦାସ ଭାବେ ରହିଥିବା ୧୪ ଭାରତୀୟ ମୁକୁଳିଛନ୍ତି। ସେମାନେ ସେଠାକୁ ମୁକୁଳିବା ପରେ ମଧ୍ୟ ସ୍ୱଦେଶ ଫେରି ପାରି ନାହାନ୍ତି। ଏଥିପାଇଁ ସେମାନେ ଗୋଟିଏ ଭିଡିଓ ଜାରି…

ଅଶାନ୍ତ ବାଂଲାଦେଶରୁ ଫେରିଲେ ୧୦୦୦ ଭାରତୀୟ ଶିକ୍ଷାର୍ଥୀ, ୪୦୦୦ ଏବେ ବି ଫସିରହିଛନ୍ତି

ନୂଆଦିଲ୍ଲୀ : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୋଡ଼ାଜଳା ଓ ଭଙ୍ଗାରୁଜା ଯୋଗୁ ପୂରା ଦେଶ ଗୃହଯୁଦ୍ଧ ସ୍ଥିତିକୁ ଚାଲି ଯାଇଛି। ଏପରି ସ୍ଥିତିରେ ବାଂଲାଦେଶରେ ପାଠପଢ଼ିବାକୁ ଯାଇଥିବା ୫୦୦୦ରୁ ଅଧିକ ଭାରତୀୟ ଶିକ୍ଷାର୍ଥୀ…