ୟୁପିଏସ୍ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ
ନୂଆଦିଲ୍ଲୀ : ୟୁପିଏସ୍ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ। ମନୋଜ ସୋନୀଙ୍କ କାର୍ଯ୍ୟକାଳ ୨୦୨୯ ମସିହାରେ ଶେଷ ହୋଇଥାନ୍ତା। ମାତ୍ର ପ୍ରାୟ ୫ ବର୍ଷ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପଛର କାରଣ ଜଣାପଡ଼ି…
ନୂଆଦିଲ୍ଲୀ : ୟୁପିଏସ୍ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ। ମନୋଜ ସୋନୀଙ୍କ କାର୍ଯ୍ୟକାଳ ୨୦୨୯ ମସିହାରେ ଶେଷ ହୋଇଥାନ୍ତା। ମାତ୍ର ପ୍ରାୟ ୫ ବର୍ଷ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପଛର କାରଣ ଜଣାପଡ଼ି…
ପୁଣେ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ନୂଆ ରୂପ ନେଇପାରେ । ରାଜନୀତିରେ ନିଜ ଦାଦା ଶରଦ ପାୱାରଙ୍କ ସହ ସମ୍ପର୍କ ଛିନ୍ନ କରିଥିବା ଅଜିତ ପାୱାର ନିରନ୍ତର ଚର୍ଚ୍ଚାରେ ରହିଛନ୍ତି। ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି-…
ଶ୍ରୀନଗର: ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର କେରଣ ସେକ୍ଟରରେ ହୋଇଥିବା ଏକ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଅଷ୍ଟ୍ରିଆରେ ନିର୍ମିତ ଷ୍ଟିୟର ଏୟୁଜି ରାଇଫଲକୁ ସେନା କର୍ମଚାରୀଙ୍କ ଜବତ କରିଛନ୍ତି । ଷ୍ଟିୟର ଏୟୁଜି ରାଇଫଲ ଜବତ ପରେ ସୁରକ୍ଷା…
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପି ମଧ୍ୟରେ ବହୁ ମତଭେଦ ରହିଛି। ବର୍ତ୍ତମାନ ଏହାକୁ ଲୁଚାଇବାରେ କେନ୍ଦ୍ରୀୟ ନେତୃତ୍ବ ଅସଫଳ ହୋଇଥିବା ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଜେପିରେ ଅଶାନ୍ତି ମଧ୍ୟରେ ରାଜ୍ୟରେ ଉପନିର୍ବାଚନ ହେବାକୁ ଯାଉଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,…
ନୂଆଦିଲ୍ଲୀ : ନିଟ-ୟୁଜିର ମୂଳ ପରୀକ୍ଷାରେ ହରିୟାଣାର ଗୋଟିଏ କେନ୍ଦ୍ରର ୬ ଜଣ ପିଲା ୭୨୦ରୁ ୭୨୦ ମାର୍କ ରଖି ଟପ୍ପର ହୋଇଥିଲେ। କିନ୍ତୁ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଜୁନ ୨୪ରେ ପୁନଃ ପରୀକ୍ଷା ବାଧ୍ୟତାମୂଳକ…
ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବରରେ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ଆପ୍ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଜର ଗ୍ୟାରେଣ୍ଟୀ କାର୍ଡ ଜାରି କରିଛି। ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ୍ ବାନୋ ମାମଲାର ଦୁଇ ଦୋଷୀ ରାଧେଶ୍ୟାମ ଓ ରାଜୁ ଭାଇକୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଉଭୟ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ହେଁ ସର୍ବୋଚ୍ଚ ଅଦାଲତ ଏହାକୁ…
ଲାକ୍ଷାଦ୍ୱୀପର ଅଗାତି ଓ ମିନିକୋୟ ଆଇଲାଣ୍ଡ୍ରେ ଦୁଇଟି ନୂତନ ଏୟାରଫିଲ୍ଡ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅଗାତିଠାରେ ଥିବା ପୁରୁଣା ରନୱେକୁ ସୁଧୁରାଯାଇ ଏହାକୁ ବୃଦ୍ଧି କରାଯିବ…
ରାତାରାତି ଫେମସ୍ ହେବା ପାଇଁ ଯୁବକ ଘଟାଇଲେ ଅଜବ କାଣ୍ଡ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ବମ୍ରେ ଉଡ଼ାଇଦେବାକୁ ଦେଇଦେଲେ ଖୁଲମଖୁଲା ଧମକ । ଫଳରେ ଫେମସ୍ ହେବା ପରିବର୍ତ୍ତେ ଯୁବକଜଣକ ଏବେ ଜେଲ୍ ଚାରିକାନ୍ଥରେ ଦିନ କାଟୁଛନ୍ତି। ଏପରି ଅଭାବନୀୟ…
ଜାତୀୟ ରାଜଧାନୀର ବିକାଶ ପାଇଁ କେନ୍ଦ୍ର ସରକାରଙ୍କଠାରୁ ୧୦,୦୦୦ କୋଟି ଟଙ୍କା ମାଗିଛନ୍ତି ଦିଲ୍ଲୀ ସରକାରଙ୍କ ଅର୍ଥମନ୍ତ୍ରୀ ଆତିଶୀ । ସେ କହିଛନ୍ତି ଯେ ଦିଲ୍ଲୀରୁ କେନ୍ଦ୍ର ସରକାରଙ୍କୁ ୨ ଲକ୍ଷ କୋଟି ଟଙ୍କାର ଟିକସ ମିଳୁଛି, କିନ୍ତୁ ଏହାର ପ୍ରତିବଦଳରେ…