ଅବପାତରେ ପରିଣତ ହେଲା ଲଘୁଚାପ କ୍ଷେତ୍ର
ଭୁବନେଶ୍ବର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର । ଏବେ ପୁରୀ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୦ କିମି ଦୂରରେ ଓ ଗୋପାଳପୁରରୁ ପୂର୍ବ ଦିଗରେ ୧୩୦ କିମି ଦୂରରେ ରହିଛି ସୃଷ୍ଟ ଅବପାତ। କାଲି ସକାଳ ସୁଦ୍ଧା…
ଭୁବନେଶ୍ବର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର । ଏବେ ପୁରୀ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୦ କିମି ଦୂରରେ ଓ ଗୋପାଳପୁରରୁ ପୂର୍ବ ଦିଗରେ ୧୩୦ କିମି ଦୂରରେ ରହିଛି ସୃଷ୍ଟ ଅବପାତ। କାଲି ସକାଳ ସୁଦ୍ଧା…
ସୋର: ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ । ଗତକାଲି ବିଳମ୍ବିତ ରାତିରେ ଔପଦା ଥାନା କମାରପାଳ ଗ୍ରାମର ସ୍ୱାମୀ ପାଣ୍ଡୁ ସିଂ ମଦ ନିଶାରେ ସ୍ତ୍ରୀ ଜାନୁ ସିଂଙ୍କୁ ପିଟିପିଟି ମାରିଦେଇଥିବା ନେଇ ଜାନୁ ସିଂଙ୍କ ଭଉଣୀ ଔପଦା ଥାନାରେ…
ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ବସିବ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ। ସେହି ଦିନ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସହଯୋଗ ଲୋଡ଼ିବେ ବାଚସ୍ପତି। ବୈଠକ ପୂର୍ବରୁ ନିଯୁକ୍ତ…
ଜୟପୁର : କୋରାପୁଟ ଜିଲ୍ଲା ବୋରିଗୁମ୍ମା ମିଲ ମାଲିକ ଏ. ରମେଶ ପାତ୍ର ଅପହରଣର ଖୁଲାସା କରିଛି କୋରାପୁଟ ପୋଲିସ । ବୋରିଗୁମ୍ମାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରମେଶଙ୍କ ଅପହରଣ ଘଟଣା ପଛର ରହସ୍ୟ ସମ୍ପର୍କରେ କହିଛନ୍ତି କୋରାପୁଟ ଏସପି ଅଭିନବ…
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବିଭିନ୍ନ ଖଣି ଖାଦାନରେ ରାଜ୍ୟ ଖଣି ବିଭାଗର ଚଡାଉପରେ ପ୍ରତିକ୍ରିୟା ରଖିଛନ୍ତି ଯୁଗ୍ମ ନିର୍ଦ୍ଦେଶକ ଏନ୍ଏନ୍ ସିଂଦେଓ । ତାଙ୍କ କହିବା ଅନୁଯାୟୀ, ଧର୍ମଶାଳାରେ ଓଭର ମାଇନିଂ ହୋଇଛି । ଅଧିକାଂଶ ଖଣିରେ ନିର୍ଦ୍ଧାରିତ…
ଭୁବନେଶ୍ବର: ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି । ସିବିଆଇ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ଏଥିରେ ବହୁ ବିଜେଡି ନେତା ସମ୍ପୃକ୍ତ ଥିବାରୁ ପୂର୍ବ ସରକାର ଚାପି ରଖିଥିଲେ। ପୂର୍ବରୁ…
ଭଞ୍ଜନଗର: ବର୍ଷା ଦିନ ଆସୁ ଆସୁ ସାରା ରାଜ୍ୟରେ କାୟା ବିସ୍ତାର କଲାଣି ଝାଡାବାନ୍ତି। ଅପରିଷ୍କାର ପାଣି ନେବାରେ ଲାଗିଛି ଗୋଟେ ପରେ ଗୋଟେ ଜୀବନ। ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗତ…
ଭୁବନେଶ୍ଵର: ସାରା ରାଜ୍ୟରେ ଆଜି ପାଳିତ ହେଉଛି ‘ରସଗୋଲା ଦିବସ’ । ରସଗୋଲା ହେଉଛି ମିଠାମାନଙ୍କ ରାଜା। ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ରସଗୋଲା ଅନ୍ୟତମ। କେତେକ ଓଡ଼ିଆ ଗବେଷକଙ୍କ ମତରେ ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି।…
ନୂଆଦିଲ୍ଲୀ : ପୁଣି ଗୋଟିଏ ବଡ଼ଧରଣର ଟ୍ରେନ ଦୁର୍ଘଟଣା। ଲାଇନଚ୍ୟୁତ ହୋଇଛି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ। ଏହି ଏକ୍ସପ୍ରେସର ମୋଟ ୧୨ଟି ବଗି ଲାଇନଚ୍ୟୁତ ହୋଇଛି। ଏହା ମଧ୍ୟରେ ୪ ଏସି ବଗି ରହିଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୪ ଜଣ ଯାତ୍ରୀଙ୍କ…
ପୁରୀ : ପୂର୍ବ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ ଆଜି ଖୋଲାଯାଇଛି ଭିତର ରତ୍ନଭଣ୍ଡାର। ରତ୍ନ ଭଣ୍ଡାରର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ୧୧ ଜଣିଆ ଅଧିକୃତ ଟିମ୍ ଭିତର ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି। ଏଥିସହ…