ଏସ୍ସିବି ହାଉସ୍ ସର୍ଜନ-ନର୍ସିଂ ସଂଘ ବିବାଦ ତୁଟିଲା: ଆନ୍ଦୋଳନରୁ ଓହରିଲେ ହାଉସ୍ ସର୍ଜନ
କଟକ: କଟକ ବଡ଼ଡାକ୍ତରଖାନାରେ ହାଉସ୍ସର୍ଜନ ଓ ନର୍ସିଂ ସଂଘ ମଧ୍ୟରେ ତିନି ଦିନ ହେଲା ଲାଗି ରହିଥିବା ବିବାଦର ଆଜି ସମାଧାନ ହୋଇଛି। ଆଜି ହାଉସ୍ ସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଅନ୍ୟପଟେ ଗୁରୁବାରଠାରୁ ଅଲ ଓଡିଶା କର୍ମଚାରୀ ସଂଘ…
