2024

ଯୋଗୀ ଆଦିତ୍ୟନାଥଙ୍କ ସହ ମତଭେଦ ଚର୍ଚ୍ଚା ମଧ୍ୟରେ ଜେପି ନଡ୍ଡାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କର ମତଭେଦକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ମୌର୍ଯ୍ୟ ଦିଲ୍ଲୀରେ ନଡ୍ଡାଙ୍କ ସହ ପ୍ରାୟ ଏକ ଘଣ୍ଟା ଆଲୋଚନା…

ପୁନର୍ଗଠିତ ହେଲା ନିତି ଆୟୋଗ, କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଜୁଏଲ ଓରାମ

ନୂଆଦିଲ୍ଲୀ: ନିତି ଆୟୋଗ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଜୁଏଲ ଓରାମ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ। ଜୁଏଲଙ୍କ ସହ ନୀତିନ ଗଡ଼କରୀ, ଜେପି ନଡ୍ଡା, ଏଚ୍‌ଡି କୁମାରସ୍ବାମୀ ସଦସ୍ୟ। କେନ୍ଦ୍ର ସରକାର…

ଆସୁଛି ଆଉ ଏକ ଲଘୁଚାପ: ୨୧ ଯାଏଁ ରାଜ୍ୟରେ ବର୍ଷା

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ। ଗତ ସୋମବାର ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ର ସଂଲଗ୍ନ ଉତ୍ତରପଶ୍ଚିମ ଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପଶ୍ଚିମ…

ଖୋଲତାଡ଼ ହେବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’; ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ନବୀନ ସରକାର ଦୁର୍ନୀତିର ଗନ୍ତାଘର । ଯେତେ ଖୋଳିଲେ ସେତେ ବାହାରୁଛି । ଏକଥା ଆମେ ନୁହେଁ କିଛି ଏମିତି ବିରୋଧୀ ଓ ଶାସକ ଦଳ କହୁଛନ୍ତି । କାରଣ ପୂର୍ବ ସରକାରରେ କ’ଣ ଚାଲିଥିଲା, କାହା ଦ୍ବାରା ଚାଲିଥିଲା…

ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ନକଲି ରାସନ କାର୍ଡ ଦେଇଥିଲେ ପୂଜା ଖେଡକର

ଭୁଲ୍ ଠିକଣା ଏବଂ ନକଲି ରାସନ କାର୍ଡ ବ୍ୟବହାର କରି ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିଥିଲେ ପ୍ରୋବେସନାରୀ ଆଇଏଏସ୍ ଅଧିକାରୀ ପୂଜା ଖେଡକର। ଯେଉଁ ହସ୍ପିଟାଲରୁ ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିଥିଲେ, ସେଠାରେ ଭୁଲ୍ ଠିକଣା ଓ ନକଲି ରାସନ କାର୍ଡ…

ନବୀନଙ୍କ ନାଁରେ ଏତଲା!

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନଙ୍କ ନାଁରେ ରୁଜୁ ହୋଇପାରେ ମାମଲା। କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ମୋଟ ୮ ଜଣଙ୍କ ବିରୋଧରେ ଏତଲା ଦେବ କହି ଚେତାଇଲାଣି ନିଖିଳ ଓ ଠିକାଦାର ମହାସଂଘ। ନବୀନ ମିଛ…

ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ, ତୁରନ୍ତ ଦେଲେ ନିର୍ଦ୍ଦେଶ: ମୁମ୍ବାଇରୁ ଓଡିଶା ଆସିଲା ଶ୍ରମିକଙ୍କ ଶରୀର

ଭୁବନେଶ୍ୱର : ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ । ତୁରନ୍ତ ଦେଲେ ନିର୍ଦ୍ଦେଶ । ସୁଦୁର ମୁମ୍ବାଇରୁ ଓଡିଶା ଆସିଲା ଶ୍ରମିକଙ୍କ ମୃତ ଶରୀର । ପରିବାର ଲୋକଙ୍କୁ କଥା ଦେଇ କଥା ରଖିଲେ । ବାଲେଶ୍ୱର ଜିଲ୍ଲା ଖଇରାବ୍ଲକ ଗୋବିନ୍ଦପୁର ଗ୍ରାମ…

୨୦ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଆସନ୍ତା ଜୁଲାଇ ୨୦ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ଅପରାହ୍ନରେ ଶଙ୍ଖ ଭବନରେ ବସିବ ବୈଠକ। ଶଙ୍ଖ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବୈଠକରେ ବିଧାନସଭା…

Air India ନିଯୁକ୍ତି ଡ୍ରାଇଭରେ ଦଳାଚକଟା, ୨ ହଜାର ପଦବୀ ପାଇଁ ୨୫,୦୦୦ ଆଶାୟୀ

ଦେଶରେ ନିଯୁକ୍ତି ସମସ୍ୟା ଚରମରେ ପହଞ୍ଚିଛି। ଯଦି କେଉଁଠି ଖାଲି ପଦବୀର ବିଜ୍ଞାପନ ପ୍ରକାଶ ପାଉଛି, ତେବେ ସେଠାରେ ହଜାର ହଜାର ଆଶାୟୀଙ୍କ ଭିଡ଼ ଜମୁଛି। ନିକଟରେ ଗୁଜରାଟରେ ଏକ ନିଯୁକ୍ତି ଡ୍ରାଇଭରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇ ଥିବାବେଳେ ବର୍ତ୍ତମାନ…

ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର

ଭୁବନେଶ୍ୱର: ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର। ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି ଏଭଳି ପ୍ରତିକ୍ରିୟା। ସେ କହିଛନ୍ତି, ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠା ଭଙ୍ଗାଯିବ। ବଡ଼ବଡ଼ିଆଙ୍କ ଜବରଦଖଲ…