ଟ୍ରେନି IAS ପୂଜାଙ୍କ ଅଡି କାର୍କୁ ଜବତ କଲା ପୁଲିସ୍
ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ନେଇ ବିବାଦ ଥମିବା ନାଁ ଧରୁନି। ସେ ନିଜ ପଦର ଦୂରପଯୋଗ କରୁଥିବା ଅଭିଯୋଗ ହୋଇଛି। ଏବେ ପୂଜାଙ୍କ ଦାମୀ ଅଡି କାରକୁ ଜବତ କରିଛି ପୁଣେ ପୁଲିସ୍। ସେ ନିଜର ଅଡି କାର୍ରେ…
ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ନେଇ ବିବାଦ ଥମିବା ନାଁ ଧରୁନି। ସେ ନିଜ ପଦର ଦୂରପଯୋଗ କରୁଥିବା ଅଭିଯୋଗ ହୋଇଛି। ଏବେ ପୂଜାଙ୍କ ଦାମୀ ଅଡି କାରକୁ ଜବତ କରିଛି ପୁଣେ ପୁଲିସ୍। ସେ ନିଜର ଅଡି କାର୍ରେ…
ପୁରୀ: ଅନେକ ବର୍ଷର ଅପେକ୍ଷାର ହେଲା ଅନ୍ତ । ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦ୍ବାର । ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ…
କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ସାଂସଦ ଗୌରବ ଗୋଗୋଇଙ୍କୁ ଲୋକସଭାରେ ଦଳର ଉପ ମୁଖ୍ୟ ଭାବେ ନିଯୁକ୍ତି କରାଯାଇଛି। ସେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ସହଯୋଗ କରିବେ। ଏଥିସହ ଦଳ ପକ୍ଷରୁ ଲୋକସଭାରେ ମୁଖ୍ୟ ସଚେତକ…
ପୁରୀ: ଆଉ ମାତ୍ର କିଛିଟା ମୁହୂର୍ତ୍ତ । ୪୬ ବର୍ଷ ପରେ ଖୋଲିବ ମଣିମାଙ୍କ ରତ୍ନଭଣ୍ଡାର । ଏହାରି ଭିତରେ ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ ନିର୍ଦ୍ଧାରିତ ୧୧ଜଣ ସଦସ୍ୟମାନେ ଶ୍ରୀମନ୍ଦିରରେ ପ୍ରବେଶ କରିସାରିଲେଣି । ଏଥିପାଇଁ ପୁରୀ ଶ୍ରୀମନ୍ଦିରେ ଆସି…
ତାମିଲନାଡୁର ବହୁଜନ ସମାଜ ପାର୍ଟି (BSP) ମୁଖ୍ୟ କେ ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ଶନିବାର ରାତିରେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ମୃତକଙ୍କ ନାଁ ତିରୁବେଙ୍ଗଦାମ। ତାଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଥିଲା। ୨୦୧୫ ମସିହାରେ ତିରୁବଲ୍ଲୁର…
ଭୁବନେଶ୍ଵର: ରାଜ୍ୟର ବିଶ୍ଵ ବିଦ୍ୟାଳୟମାନଙ୍କରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟପାଳ ତଥା ବିଶ୍ଵ ବିଦ୍ୟାଳୟ ସମୂହର କୁଳାଧିପତି ରଘୁବର ଦାସ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଗତକାଲି ରାଜ ଭବନରେ ଉଚ୍ଚ…
‘ଶୁଭ ଆଶୀର୍ବାଦ’ ସମାରୋହରେ ଯୋଗ ଦେଇ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କୁ ଆଶୀର୍ବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନନ୍ତ ଓ ରାଧିକଙ୍କ ବିବାହର ଗୋଟିଏ ଦିନ ପରେ ଅର୍ଥାତ୍ ଶନିବାର (ଗତକାଲି) ଏହି ଶୁଭ ଆଶୀର୍ବାଦ ସମାରୋହ ଅନୁଷ୍ଠିତ…
ଭୁବନେଶ୍ଵର: ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ଗତକାଲି ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭୁବନେଶ୍ଵରରେ ପହଞ୍ଚିଥିଲେ । ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…
ପେନସିଲଭେନିଆର ବଟଲରରେ ଶନିବାର ନିର୍ବାଚନ ପ୍ରଚାର କରୁଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଗୁଳିଟି ତାଙ୍କ ଡାହାଣ କାନର ଉପର ଭାଗରେ ବାଜି ପଳାଇଥିଲା। ତେଣୁ ସେ…
ଭୁବନେଶ୍ୱର: ପୁରୀରେ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଥିବା ଅଭିଯୋଗ ଆଣିଥିବା ଏଏସ୍ଓଙ୍କ ପତ୍ନୀଙ୍କୁ ନ୍ୟାୟ ଦେବାକୁ ରାଜ୍ୟପାଳ ରଘୁବର ଦାସ ପ୍ରତିଶ୍ରୁତି ଦେଇଛନ୍ତି। ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀ ସୟୋଜୀ ପ୍ରଧାନ ଶନିବାର ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ…