ଜେଲ୍ରେ କେଜ୍ରିୱାଲଙ୍କ ଜୀବନ ସହିତ ଖେଳାଯାଉଛି, ଓଜନ ହ୍ରାସ ଗୁରୁତର ରୋଗର ଲକ୍ଷଣ: ଚିନ୍ତା ପ୍ରକଟ କଲେ ସଞ୍ଜୟ ସିଂ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ଜୀବନ ସହ ଜେଲ୍ରେ ଖେଳାଯାଉଛି। ପାର୍ଟି ପକ୍ଷରୁ ସାଂସଦ ସଞ୍ଜୟ ସିଂ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ପ୍ରଶ୍ନ ଉଠାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ…
