ପାଖେଇ ଆସୁଛି ସ୍ନାନ ପୂର୍ଣ୍ଣିମା, ରଥଖଳାରେ କାମ ତ୍ବରାନ୍ବିତ
ପୁରୀ: ସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚକ, ଅଖ ଓ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରିନାହାକା ଉଠିବାର ପରମ୍ପରା ରହିଛି। ଏଣୁ ପରମ୍ପରାକୁ ଦୃଷ୍ଟିରେ ରଖି ରଥ ସେବକମାନେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ତିନିରଥର ତିନିଭୂଇଁ ନିର୍ମାଣ…
