2024

ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ଧରାକୋଟ ବ୍ଲକ ଶୁଣ୍ଢିପଲ୍ଲୀ ଗାଁରେ ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ମିଟୁ ବିଷୋୟୀ। ଅଭିଯୋଗ ଅନୁଯାୟୀ, ପୂର୍ବ ଶତ୍ରୁତାକୁ…

ସିଏମଓରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

ଭୁବନେଶ୍ବର: ବିଜେଡି ଧରାଶାୟୀ ହେବା ପରେ ବୁଧବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ । ଗତକାଲି ତାଙ୍କର ଇସ୍ତଫା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦୁଇ ଜଣ ପରାମର୍ଶଦାତା ନିଜ ପଦରୁ ଇସ୍ତଫା ଦେଇଛନ୍ତି…

ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ଫଳାଫଳ ସମ୍ପର୍କରେ ଅବଗତ କରାଇଲେ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ମଧ୍ୟାହ୍ନ ୧ଟା ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଲେ ଷ୍ଟାଲିନ୍‌

ଟିଡିପି ମୁଖ୍ୟ ତଥା ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରମୁଖ ସହଯୋଗ ଏନ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ରରେ ହେବାକୁ ଥିବା ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି। ବୁଧବାର ଏନଡିଏ ବୈଠକରେ ଯୋଗ…

ସୁସ୍ଥ ହେଉଛନ୍ତି ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ, ଗତକାଲି କାମୁଡିଥିଲା ସାପ

ମାଲକାନଗିରି ; ସୁସ୍ଥ ହେଉଛନ୍ତି ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ଗତକାଲି ସର୍ପାଘାତରେ ଗୁରୁତର ହୋଇପଡ଼ିଥିଲେ । ପରେ ତାଙ୍କୁ ପରିବାର ଲୋକଙ୍କ ପକ୍ଷରୁ କୁଡୁମୁଲୁଗୁମା ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେ ସୁସ୍ଥ ଥିବା…

ବିଏସକେୱାଇ ଯୋଜନାକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ

ଭୁବନେଶ୍ବର: ସରିଛି ସାଧାରଣ ନିର୍ବାଚନ ୨୦୨୪ । ରାଜ୍ୟରେ ବିଜେପିର ଐତିହାସିକ ବିଜୟ ପରେ ବଦଳିଛି ଓଡିଶାର ରାଜନୈତିକ ପାଣିପାଗ । ସରକାର ବଦଳିବା ପରେ ବିରୋଧୀ ଙ୍କର ଆରମ୍ଭ ହୋଇଯାଇଛି ଦୋଷଲଦା କାମ । ତେବେ ଗତକାଲି ବିଜୁ ସ୍ୱାସ୍ଥ୍ୟ…

‘ବିଏସକେଓ୍ବାଇ କାର୍ଡ ଅଚଳ ପାଇଁ ଦାୟୀ ସରକାର, ବାକି ରଖିଛନ୍ତି କୋଟି କୋଟି ଟଙ୍କା’

ଭୁବନେଶ୍ବର: ବିଏସକେଓ୍ବାଇ କାର୍ଡ ଉପଭୋକ୍ତାଙ୍କୁ ଫେରାଉଛି ପ୍ରାଇଭେଟ ହସ୍ପିଟାଲ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ଘରୋଇ ଡାକ୍ତରଖାନା ସଂଘ । ସିଧା ସିଧା ସରକାରଙ୍କ ଉପରକୁ ଉଠାଇଲେ ଅଙ୍ଗୁଳି । କହିଲେ ନା ଦେଉଛନ୍ତି ଲିଖିତ ସ୍ପଷ୍ଟିକରଣ, ନା ଦେଉଛନ୍ତି ବକେୟା…

ରାଜ୍ୟରେ ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ବିଏସକେଓ୍ବାଇ କାର୍ଡ ଚାଲୁ ରହିଛି । କୌଣସି ହସ୍ପିଟାଲରେ ରୋଗୀଙ୍କୁ ଏଥିପାଇଁ ଅବହେଳା କରି ପାରିବେ ନାହିଁ। ଚିକିତ୍ସା କିମ୍ୱା ଡିସଚାର୍ଜ ମଧ୍ୟ କରି ପାରବେ ନାହିଁ। କିଛି ଅସୁବିଧା ହେଲେ ସ୍ୱାସ୍ଥ୍ୟ ବିଭାଗର ହେଲ୍ପ ଲାଇନ ନମ୍ୱରରେ…

ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ

ସୋର : ଆଜି ସାବିତ୍ରୀ ବ୍ରତ । ଝିଅ ଘରକୁ ଭାର ଦେବାକୁ ଯାଇଥିଲେ। ହେଲେ ଫେରିଲା ବେଳେ ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିଛନ୍ଦା ଘାଟ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ବାଲିମେଦ…

‘ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ’

ଭୁବନେଶ୍ବର: ଚଳିତ ଥର ନିର୍ବାଚନରେ ଦେଖିବାକୁ ମିଳିଛି ବଡ ପରିବର୍ତନ । ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ରାଜ୍ୟରେ ବିଜେପିକୁ ମିଳିଛି ବଡ଼ ବିଜୟ । ଓଡ଼ିଶାରେ ବିଜେପିକୁ ସ୍ପଷ୍ଟ ବହୁମତ। ସେପଟେ ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ…