2024

ବିଜେପିରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝିଙ୍କ ପତ୍ନୀ

ସୁନ୍ଦରଗଡ଼: ତଳସରାର ପୂର୍ବତନ ବିଧାୟକ ଡ.ପ୍ରଫୁଲ୍ଲ ମାଝୀଙ୍କ ପତ୍ନୀ ପୂର୍ବତନ ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣୀ ମାଝୀ ବିଜେପିରେ ଯୋଗ ଦେଇଛନ୍ତି। ଗୁରୁବାର ବାଲିଶଙ୍କରା ସୁଖା ମହାଦେବ ମନ୍ଦିର ପଡ଼ିଆରେ ବିଜେପିର ତରଫରୁ ଆୟୋଜିତ ନିର୍ବାଚନୀ ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ…

‘ଶପଥ ନେଲା ପରେ ପ୍ରତିଶ୍ରୁତି ପୂରଣ କରୁ, ଏହା ମୋଦୀଙ୍କ ଗ୍ୟାରେଣ୍ଟି’

ବେଲପାହାଡ: ‘ମୋଦୀଙ୍କ ଗ୍ୟାରେଣ୍ଟି ଫେଲ୍ ହୁଏନି, ଶପଥ ନେଲା ପରେ ପ୍ରତିଶ୍ରୁତି ପୂରଣ କରିଛୁ । ପ୍ରଧାନମନ୍ତ୍ରୀ ଯେଉଁ ଗ୍ୟାରେଣ୍ଟି ଦିଅନ୍ତି ତାହା କେବେ ଫେଲ୍ ହୁଏ ନାହିଁ ।’ ଓଡିଶାବାସୀଙ୍କୁ ଉଦ୍ବୋଧନ ଦେଉଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ।…

ଇଡିର ‘କେଜ୍ରିୱାଲ ବିରୋଧୀ’ ଆବେଦନକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ

ନିର୍ବାଚନ ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଥିବା ବୟାନକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିବା ଇଡିକୁ ଝଟକା ଲାଗିଛି। ଇଡିର କେଜ୍ରିୱାଲ ବିରୋଧୀ ଆବେଦନକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ। ଯଦି ଲୋକମାନେ ଆପ୍‌କୁ ଭୋଟ ଦେବେ, ତା’ହେଲେ ତାଙ୍କୁ…

ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ବୋତଲ, ପଥର ମାଡ଼

ବ୍ରହ୍ମପୁର: ଖଲ୍ଲିକୋଟ ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ ପୋଲିସ ଗାଡ଼ିକୁ ବୋତଲ, ପଥର ମାଡ଼ କରିଛନ୍ତି ଆନ୍ଦୋଳନକାରୀମାନେ । ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଗାଡ଼ି ଘେରିଲେ ଲୋକେ । ପୋଲିସ ଗାଡ଼ିକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼…

ଅନୁଭବଙ୍କୁ ବଡ଼ ଆଶ୍ବସ୍ତି; ଜାମିନ ବିହୀନ ଗିରଫ ପରୱାନା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ : ଅନୁଭବ ମହାନ୍ତିଙ୍କ ହାଇକୋର୍ଟଙ୍କ ବଡ଼ ଆଶ୍ବସ୍ତି । ପାରିବାରିକ ମାମଲାରେ ଅନୁଭବଙ୍କୁ ଏକ ବଡ଼ ଝଟକା ଲାଗିଥିବାବେଳେ ହାଇକୋର୍ଟ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଜାମିନ ବିହୀନ ଗିରଫ ପରୱାନା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ। କଟକ ଜେଏମ୍‌ଏଫସି କୋର୍ଟ…

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର, ନବୀନ ବାବୁଙ୍କୁ ବିଶ୍ରାମ ଦରକାର: ଜେପି ନଡ୍ଡା

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ନିଜର ପାୱାର ସୋ କରି ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆଜି ସକାଳ ପାଖାପାଖି ୧୦ ଟା ବେଳକୁ ମାଉସୀ ମା ମନ୍ଦିରଠାରୁ ନିଜର କର୍ମୀ ଓ ସହଯୋଗୀଙ୍କ ସହିତ…

ବିଜେଡି ଜିତିଲେ ମୁଖ୍ୟମନ୍ତ୍ରୀ ହେବେନି ନବୀନ

ଭୁବନେଶ୍ବର: ‘ବିଜେଡି ଆସିଲେ ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ’ଏମିତି କିଛି ରୋଡ ସୋ ପରେ ଓଡିଶାବାସୀଙ୍କୁ ଉଦବୋଧନ ଦେଇଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ । ଭୁବନେଶ୍ବରରେ ଜେ.ପି ନଡ୍ଡାଙ୍କ ସହ ସାମିଲ ହୋଇ ଅପରାଜିତା ଷଢଙ୍ଗୀ ମାଉସୀମା…

ରାଉରକେଲାରେ ନିର୍ବାଚନୀ ସଭା: କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେକ୍ଟର-୧୩ ମେଳଣ ପଡ଼ିଆରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ପୂର୍ବାହ୍ନ ସାଢ଼େ ୧୧ଟାରେ ରାଉରକେଲାରେ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ସଭାସ୍ଥଳକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ…

୧୭ ତାରିଖରେ ଓଡ଼ିଶା ଆସିବେ ହେମା

ଭୁବନେଶ୍ୱର,୧୫ା୫: ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। କେନ୍ଦ୍ରରୁ ଓଡ଼ିଶାକୁ ଭାଜପାର ହେଭିଓ୍ବେଟ୍‌ ନେତା ଘନଘନ ପ୍ରଚାରରେ ଆସୁଛନ୍ତି। ବଲିଉଡ୍‌ ଅଭିନେତ୍ରୀ ତଥା ଏମ୍‌ପି ହେମାମାଳିନୀ ମଧ୍ୟ ଓଡ଼ିଶା ଆସିବେ। ଆସନ୍ତା ୧୭ ତାରିଖରେ ହେମାମାଳିନୀ ଓଡ଼ିଶାର ୩ଟି…

ଦୁବାଇ-ଇଟାଲୀକୁ ଆମ୍ବ ରପ୍ତାନି କଲା ଓଡ଼ିଶା

ଢେଙ୍କାନାଳ,୧୫ା୫: ଜିଲାରେ ଜଳବାୟୁ ଏବଂ ଜୈବିକ ପଦ୍ଧତି ଆମ୍ବ ଚାଷ ନିମନ୍ତେ ଅତ୍ୟନ୍ତ ଉପାଦେୟ ହେଉଥିବାରୁ ଏହାର ନିଆରା ସ୍ୱାଦ ପାଇଁ ଦେଶ, ରାଜ୍ୟ ଓ ରାଜ୍ୟ ବାହାରେ ନିଜର ସ୍ୱତନ୍ତ୍ର ଚାହିଦା ସୃଷ୍ଟି କରିପାରିଛି। ଢେଙ୍କାନାଳରେ ପ୍ରତିଷ୍ଠିତ ୧୦ କୋଟି…