2024

ଗୁଗଲରେ ଚାକିରି ଖୋଜୁ ଖୋଜୁ ଆକାଉଣ୍ଟରୁ ୬୦ ହଜାର ଗାଏବ

ବାଲେଶ୍ବର : ଗୁଗଲରେ ପାର୍ଟ ଟାଇମ୍‌ ଚାକିରି ଖୋଜିବା ମହଙ୍ଗା ପଡ଼ିଲା। ଭଲ ଦରମା ଆଶାରେ ବିଭିନ୍ନ ଲିଙ୍କରେ କ୍ଲିକ୍‌ କରୁ କରୁ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ଯୁବକ । ଆଉ ଆକାଉଣ୍ଟରୁ ଥରକୁ ଥର କରି କଟିଗଲା ୬୦…

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ମୋହନା : କୋଟିଏ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ପୁଲିସ। ଚାଲାଣରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିଫ ଅବିଯୁକ୍ତ ମାନେ ହେଲେ ମୋହନା ଥାନା ଚଢ଼ିଆପଦା ଗାଁ ରମେଶ ସ୍ଵାଆଲ୍ ସିଂ ଓ ଅନ୍ୟ…

ଶୁକ୍ରବାର ଓ ଶନିବାର ୪୫ ଡିଗ୍ରୀ ପାର କରିବ ତାତି

ଭୁବନେଶ୍ବର : ଅସମ୍ଭାଳ ହେଉଛି ତାତି। ଆଗକୁ ଆହୁରି ବଢ଼ିବ। ଭୟଙ୍କର ରୂପ ଧାରଣ କରିବ ତାତି। ଅସ୍ତବ୍ୟସ୍ତ କରିବ ଜୀବନ ଯାତ୍ରା। ଆଜି ପରି ଆଗାମୀ ୪ ଦିନ ଘାଣ୍ଟିବ ତାତି। ସେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର…

ଧର୍ମେନ୍ଦ୍ର-ପାଣ୍ଡିଆନ୍-ବୈଜୟନ୍ତଙ୍କୁ ଜେଡ୍ ସ୍କେଲ ସୁରକ୍ଷା

ଭୁବନେଶ୍ୱର: ଏକ ସମୀକ୍ଷା ବୈଠକ ପରେ ଓଡିଶା ପୁଲିସ୍ ପକ୍ଷରୁ ନିର୍ବାଚନ ପୂର୍ବରୁ ରାଜ୍ୟର କେତେକ ପ୍ରତିଷ୍ଠିତ ରାଜନେତାଙ୍କ ସୁରକ୍ଷା କଭରକୁ ନବୀକରଣ କରାଯାଇଛି। ଏହା ଅନ୍ତର୍ଗତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏବଂ…

ରାଜ୍ୟର ୩୩ଟି ସହରରେ ଦିନ ତାପମାତ୍ରା ୪୦ଡିଗ୍ରିରୁ ଅଧିକ, ଝାରସୁଗୁଡ଼ାରେ ୪୩.୮ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ଆଜି ସକାଳ ୮ଟାରୁ ଅପରାହ୍‌ଣ ୪ଟା ଯାଏଁ ପ୍ରବଳ ଖରା ଓ ତତଲା ପବନ ପ୍ରବାହିତ ହୋଇଛି। ରାଜ୍ୟର ୩୩ଟି ସହରରେ ଦିନ ତାପମାତ୍ରା ୪୦ଡିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ଏଥିରେ ଝାରସୁଗୁଡ଼ାର…

ଶିମିଳିପାଳ ଜଙ୍ଗଲ ନିଆଁ ଉପରେ ଏଆଇ ନଜର

ବାରିପଦା: ଜଙ୍ଗଲ ଅଗ୍ନିକାଣ୍ଡର ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଟାଇଗର ରିଜର୍ଭ (ଏସଟିଆର) କର୍ତ୍ତୃପକ୍ଷ ସେମାନଙ୍କ ପ୍ରତିଷେଧକ ବ୍ୟବସ୍ଥା ଭାବରେ ଶୀଘ୍ର ଜଙ୍ଗଲ ନିଆଁ ସମ୍ପର୍କରେ ସୂଚନା ପାଇବା ପାଇଁ ଟାୱାର ଭିତ୍ତିକ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସି(ଏଆଇ) ଜ୍ଞାନକୌଶଳର ବ୍ୟବହାର କରାଯାଉଛି।…

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍‌

ବରଗଡ଼ : ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍‌। ପରେ ଡ୍ରୋନ୍‌ଟି ବିଦ୍ୟୁତ ଟାୱାରରେ ପିଟି ହୋଇ ତଳେ ଖସି ପଡ଼ିଥିଲା। ତେବେ କିଏ, କ’ଣ ପାଇଁ ଓ କେଉଁ ଉଦ୍ଦେଶ୍ୟରେ ଏହି ଡ୍ରୋନ୍‌ ଉଡାଉଥିଲା,…

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ପୁରୀ : ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ। ମୃତକଙ୍କ ନାଁ ହେଉଛି ସ୍ମୃତି ରେଖା ବରାଳ ଓ ଶୁଭଶ୍ରୀ ବରାଳ। ତାଙ୍କ ଘର ହେଉଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଡଭାର ଗାଁରେ ବୋଲି ଜଣାପଡ଼ିଛି। ଡଭାର ଗାଁରେ…

ପୁଲିସ ଇନଫର୍ମର ସଂଦେହରେ ଜଣକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। କାଂକେର ଜିଲ୍ଲାର ଛୋଟେବେଠିଆ ଥାନା ଅଂଚଳରେ ଗତ ୧୬ ତାରିଖରେ ପୁଲିସ ଏନକାଉଣ୍ଟରରେ ୨୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣରେ ଅସ୍ତଶସ୍ତ୍ର ଜବତ କରିଥିଲା ପୁଲିସ।…

ବିଜେପିରେ ମିଶିଲେ ପ୍ରବୋଧ ତିର୍କୀ

ଭୁବନେଶ୍ବର : ପଦ୍ମ ଧରିଲେ ପୂର୍ବତନ ହକି ଟିମ୍‌ ଅଧିନାୟକ ପ୍ରବୋଧ ତିର୍କୀ। ଆଜି ସେ ସୋନପୁର ସମାବେଶକୁ ଆସି ବିଜେପିରେ ମିଶିଛନ୍ତି। ଶ୍ରୀ ତିର୍କୀଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ…