2024

ରାହୁଲ ନୁହେଁ ଅମେଠିରୁ ନିର୍ବାଚନ ଲଢ଼ିବେ ରବର୍ଟ ଭଦ୍ରା!

ଲୋକସଭା ନିର୍ବାଚନ ପାଇଁ ଜାରି ରହିଛି ଜୋରଦାର ପ୍ରଚାର। ପ୍ରାୟ ସମସ୍ତ ଆସନରେ ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଲେଣି। ହେଲେ ଉତ୍ତରପ୍ରଦେଶର ଅମେଠିରୁ କିଏ ହେବ କଂଗ୍ରେସର ପ୍ରାର୍ଥୀକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏହି…

ସ୍କୁଲରେ ମଦ ପିଇ ପଡି ରହିଲେ ଶିକ୍ଷକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବଲାଙ୍ଗୀର: ସ୍କୁଲରେ ମଦ ପିଇ ମାତାଲ ଅବସ୍ଥାରେ ପଡିରହିଲେ ଶିକ୍ଷକ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗେରାପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ବିଦ୍ୟାଳୟରେ ଶିକ୍ଷକ ମଦ ପିଇ…

ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିରୋଧିଙ୍କୁ କଲେ ଟାର୍ଗେଟ

ବ୍ରହ୍ମପୁର : ଆଜି ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ । ଏହି ଅବସରରେ ଭୋଟରଙ୍କୁ 5T ରୂପାନ୍ତରଣ ଗ୍ୟାରେଣ୍ଟି ଉପରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଶାଳ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏକ ସଶକ୍ତ ଓ…

ବିଜେପିରେ ମିଶିଲେ ବିଧାୟିକା ସୀମାରାଣୀ ନାୟକ

ଭୁବନେଶ୍ବର: ଗତକାଲି ବିଜେଡି କାଟିଥିଲା ଟିକେଟ। ଆଜି ବିଜେପିରେ ଯୋଗ ଦେଲେ ବିଧାୟିକା ସୀମାରାଣୀ ନାୟକ। ଲଗାତାର ଦୁଇ ଥର ହିନ୍ଦୋଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସୀମାରାଣୀଙ୍କୁ ଏଥର ଟିକେଟ ଦେଇନି ବିଜେଡି। ତାଙ୍କ ବଦଳରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ…

ଓଡ଼ିଶା ବିଜେପି ମହିଳା ବିରୋଧୀ, ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ: ବିଜେଡ଼ି

ଭୁବନେଶ୍ୱର: ଓଡ଼ିଶା ବିଜେପି ସର୍ବଦା ମହିଳା ବିରୋଧୀ। ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପ୍ରିଲ ୨୦୨୪ରେ ଏସଏଚଜି ମା’ମାନଙ୍କ ଦୁବାଇ ଗସ୍ତ ବାତିଲ କରାଇଛନ୍ତି ଧର୍ମେନ୍ଦ୍ର।ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି…

କେନ୍ଦ୍ରରେ କ୍ଷମତାକୁ ଆସିଲେ ପଶ୍ଚିମ-ଉତ୍ତରପ୍ରଦେଶକୁ ଏକ ଅଲଗା ରାଜ୍ୟ କରିବୁ : ମାୟାବତୀ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ କହିଛନ୍ତି ଯେ ତାଙ୍କ ଦଳ କେନ୍ଦ୍ରରେ କ୍ଷମତାକୁ ଆସିଲେ ପଶ୍ଚିମ-ଉତ୍ତରପ୍ରଦେଶକୁ ଏକ ନୂଆ ରାଜ୍ୟ କରାଯିବ। ଲକ୍ଷ୍ନୌରେ ଏକ ଜନସଭାକୁ ସମ୍ବୋଧିତ କରି ମାୟାବତୀ ଏହା କହିଛନ୍ତି । ସେହିପରି ମିରଟରେ ଦଳୀୟ…

କାଲିଠୁ କ୍ୟାମ୍ପେନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର : କାଲିଠୁ କମ୍ପିବ ପ୍ରଚାର ମୈଦାନ । କ୍ୟାମ୍ପେନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ଗ୍ରାଉଣ୍ଡ ଜିରୋରେ ପ୍ରଚାର ଆରମ୍ଭ କରିବେ ନବୀନ । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ…

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ପୁରୀ: ଆଉ କିଛି ଦିନ ପରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଆସନ୍ତା ମେ’ ମାସ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଦୀର୍ଘ…

କାଂକେର ଏନକାଉଣ୍ଟର ଘଟଣା: ୨୯ ମାଓବାଦୀଙ୍କ ଶବ ଚିହ୍ନଟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଗତ ୧୬ ତାରିଖରେ ପୁଲିସ ଓ ନକ୍ସଲ ଗୁଳିବିନିମୟରେ ୨୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ସେମାନଙ୍କର ଚିହ୍ନଟ ସରିଛି। ସମସ୍ତ ମୃତ ନକ୍ସଲଙ୍କ ନାମରେ ଘୋଷିତ ପୁରସ୍କାର ଟଂକା ଏବଂ…

ପ୍ରଧାନମନ୍ତ୍ରୀଙ୍କ ‘ଅନୁପ୍ରବେଶକାରୀ’ ମନ୍ତବ୍ୟ: ଅଭିଯୋଗ ବିଚାରାଧୀନ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ରାଜସ୍ଥାନର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବାଦୀୟ ‘ଅନୁପ୍ରବେଶକାରୀ’ ମନ୍ତବ୍ୟ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟକୁ ଅଭିଯୋଗ ଆସିଛି। ବାଂଶଓ୍ଵାରାରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି, କଂଗ୍ରେସର ଇସ୍ତାହାରରେ କୁହାଯାଇଛି ଯେ…