ଏସସିବି ରୁ ଧରା ହେଲେ ରକ୍ତ ଦଲାଲ, ଚାରି ଗିରଫ
କଟକ : ରକ୍ତ ସଙ୍କଟ ବେଳେ ମାତିଛନ୍ତି ରକ୍ତ ଦଲାଲ । ଧରା ହେଲେ ରକ୍ତ ଦଲାଲ । ଏସ ସି ବି ମେଡିକାଲ କଲେଜରୁ ଚାରି ଜଣ ଦଲାଲଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । କେନ୍ଦ୍ରୀୟ ରକ୍ତ…
କଟକ : ରକ୍ତ ସଙ୍କଟ ବେଳେ ମାତିଛନ୍ତି ରକ୍ତ ଦଲାଲ । ଧରା ହେଲେ ରକ୍ତ ଦଲାଲ । ଏସ ସି ବି ମେଡିକାଲ କଲେଜରୁ ଚାରି ଜଣ ଦଲାଲଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । କେନ୍ଦ୍ରୀୟ ରକ୍ତ…
ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି(ବିଜେପି) ମଙ୍ଗଳବାର ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଯେଉଁମାନେ ସ୍ଥାନ ପାଇଛନ୍ତି, ସେମାନେ ଓଡ଼ିଶାର ୨୧ ଲୋକସଭା ଓ ୧୪୭ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବେ।…
ନାଗରିକତା ସଂଶୋଧନ ଆଇନ(ସିଏଏ)ରେ ହାତ ମାରିବା ପାଇଁ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ସାହାସ ନାହିଁ। ଏହି ନୂଆ ଆଇନ ବଳରେ ସମସ୍ତ ହିନ୍ଦୁ ଶରଣାର୍ଥୀମାନେ ଭାରତର ନାଗରିକତା ପାଇବେ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ…
ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦ ଔଷଧ ସମ୍ପର୍କରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ରାମଦେବଙ୍କୁ ପୁଣି ଥରେ କଡ଼ା ଭାଷାରେ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଏପ୍ରିଲ ୩୦ରେ ପୁଣି ଥରେ ହାଜର ହେବାକୁ କୋର୍ଟ ରାମଦେବ ଓ ବାଲକ୍ରିଷ୍ଣାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର…
ଭୁବନେଶ୍ୱର: ବରିଷ୍ଠ ନେତା ଅମର ଶତପଥୀଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରିଛି ବିଜେଡି। ତେବେ ଅମର ଶତପଥୀଙ୍କ ଟିକେଟ୍ କଟିବା ପରେ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଅମର ଶତପଥୀ ଦଳରେ ରହିବେ ନା ଛାଡିବେ…
ଭୁବନେଶ୍ୱର: ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି କାରଣରୁ ଦୈନନ୍ଦିନ ଜୀବନରେ ଆସୁଥିବା ଏକାଧିକ ପ୍ରତିବନ୍ଧକ ଏବଂ ପ୍ରତିଘାତ କାରଣରୁ ନିରାଶ ହୋଇପଡ଼ିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏମ୍ସ ଭୁବନେଶ୍ୱର ଆଣିଦେଇଛି ଆଶାର କିରଣ। ଦୃଷ୍ଟି ଶକ୍ତି ଦୁର୍ବଳ ହେତୁ ପ୍ରାୟ ଆଶା ହରାଇଥିବା ରୋଗୀଙ୍କ…
ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍ରେ ବଲିଉଡର ଟାଇଗର। ଅଭିନେତା ସଲମାନଙ୍କ ଖାନ୍ଙ୍କ ଘର ଉପରକୁ ନିକଟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଲୋକେ ଗୁଳିମାଡ କରିଥିଲେ। ଏହି ଗୁଳିମାଡରେ ବ୍ୟବହୃତ ବନ୍ଧୁକଙ୍କୁ ଏବେ କ୍ରାଇମବ୍ରାଞ୍ଚ ଜବତ କରିଛି। ଏକ ନଦୀରୁ ମିଳିଛି ବନ୍ଧୁକ। କ୍ରାଇମବ୍ରାଞ୍ଚର…
ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ପରେ ରାସେଶ୍ବରୀ ପାଣିଗ୍ରାହୀଙ୍କ ପ୍ରେସମିଟ । ଇସ୍ତଫା ଦେବା ପରେ ରାସେଶ୍ୱରୀ ପ୍ରେସମିଟ୍ କରି କହିଛନ୍ତି, ସମ୍ବଲପୁରର ଅସ୍ମିତା ପାଇଁ ବିଜେଡି ଛାଡିଲି। ଦଳ ଯେଭଳି ନିଷ୍ପତ୍ତି ନେଲା, ସମ୍ବଲପୁର ପାଇଁ ଅବମାନନା ଥିଲା। ‘ଯାହାକୁ ଅଯୋଗ୍ୟ…
ଭୁବନେଶ୍ୱର : ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ । ଆଜି ୨ଟା ୩୦ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ବରରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୪୦.୪ ଡିଗ୍ରୀ ତାପମାତ୍ରା ଥିବା ବେଳେ…
ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ବିଆରଏସ ନେତ୍ରୀ କେ କବିତା। ଉଭୟଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି କେଜ୍ରିୱାଲ…