ଆକାଉଣ୍ଟରୁ ୯ କୋଟି ଗାଏବ, ତଦନ୍ତ କରୁଛି EOW
ମୟୂରଭଞ୍ଜ: ଜିଲ୍ଲା ପରିଷଦ ଆକାଉଣ୍ଟରୁ ୯ କୋଟି ଗାଏବ । ମୟୂରଭଞ୍ଜ ଜିଲ୍ଲା ପରିଷଦ ଜମାଖାତାରୁ ଗାଏବ ହୋଇଛି ୯ କୋଟି ୬୦ ଲକ୍ଷ ଟଙ୍କା । ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଥିବା ଜମାଖାତାରୁ ଟଙ୍କା ଉଭାନ ହୋଇଥିବା ଅଭିଯୋଗ ହୋଇଛି…
ମୟୂରଭଞ୍ଜ: ଜିଲ୍ଲା ପରିଷଦ ଆକାଉଣ୍ଟରୁ ୯ କୋଟି ଗାଏବ । ମୟୂରଭଞ୍ଜ ଜିଲ୍ଲା ପରିଷଦ ଜମାଖାତାରୁ ଗାଏବ ହୋଇଛି ୯ କୋଟି ୬୦ ଲକ୍ଷ ଟଙ୍କା । ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଥିବା ଜମାଖାତାରୁ ଟଙ୍କା ଉଭାନ ହୋଇଥିବା ଅଭିଯୋଗ ହୋଇଛି…
ମାଲକାନଗିରି: ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ଲକ୍ଷ୍ମୀପ୍ରିୟାକୁ ଟିକଟ ଦେବା ପରେ ଇସ୍ତଫାର ସୁଅ ଛୁଟୁଥିଲା। ମାଥିଲି ବ୍ଲକ ଅଧ୍ୟକ୍ଷ, ଖଇରପୁଟ ବ୍ଲକ ଅଧ୍ୟକ୍ଷ ସମେତ ଏହି ଦୁଇ ବ୍ଲକର ଉପାଧ୍ୟକ୍ଷ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ମାଥିଲିର ବ୍ରାହ୍ମଣଗୁଡା…
ନିଆଁର ଆଁରେ ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ଲାଗିଛି ନିଆଁ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି। ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟର ୩୧ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର…
ନବରଙ୍ଗପୁର: ରାଇଘର ଥାନା ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଟୋକୁ ସାମ୍ନା ପଟୁ ପିଟିଲା ଟ୍ରକ। ଘଟଣାସ୍ଥଳରେ ୩ ମୃତ ୫ ଆହତ ହୋଇଥିବା ସୂଚନା ରହିଛି। ଆଜି ଅପରାହ୍ନ ୪ଟା ସମୟରେ ଏକ ଅଟୋରେ ୧୦ ଜଣ ଯାତ୍ରୀ…
ଭୁବନେଶ୍ୱର : ନବୀନ ନିବାସରେ ବର୍ଷା ପ୍ରିୟଦର୍ଶିନୀ । ବଡଚଣା ଟିକେଟ ପାଇବା ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଅଭିନେତ୍ରୀ ବର୍ଷା । ବଡ଼ଚଣାରୁ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏହାପରେ ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ…
‘ଜେଲ୍ ଭିତରେ ମୋ ସ୍ୱାମୀଙ୍କୁ ମାରିଦେବାକୁ ଚେଷ୍ଟା ଚାଲିଛି। ତାଙ୍କୁ ଇନ୍ସୁଲିନ୍ ଦିଆଯାଉ ନାହିଁ।’ ରାଞ୍ଚିରେ ଆୟୋଜିତ ଇଣ୍ଡିଆ ଅଲାଏନ୍ସର ଉଲଗୁଲାନ ରାଲିରେ ଯୋଗ ଦେଇ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ।…
ଭୁବନେଶ୍ଵର: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହା । ନିର୍ବାଚନୀ ରଣନୀତି ନେଇ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ଓଡିଶାରେ ପହଞ୍ଚି ପ୍ରଥମେ ସୋନପୁରରେ ଏକ…
ଦଳୀୟ ସଂଗୀତରୁ “ଜୟ ଭବାନୀ” ଏବଂ “ହିନ୍ଦୁ” ଶବ୍ଦ ହଟାଇବେନି ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ। ନିର୍ବାଚନ କମିଶନଙ୍କ ନୋଟିସ୍ ପରେ ମଧ୍ୟ ସେ ଏପରି କରିବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ରୋକ୍ ଠୋକ୍ ମନା କରିଦେଇଛନ୍ତି। ଠାକରେ…
ବରଗଡ/ ଝାରୁସୁଗୁଡା : ମହାନଦୀରେ ଯାତ୍ରା ପାଲଟିଲା ମହାଯାତ୍ରା । ଝାରସୁଗୁଡ଼ା ଲଖନପୁରରେ ମହାନଦୀରେ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ୮ଜଣଙ୍କ ମୃତଦେହ ଉଦ୍ଧାର ହେବାପରେ ଛତିଶଗଡ଼ ରାଜ୍ୟ ରାୟଗଡ ଜିଲ୍ଲାର ଅଂଜେରପାଲି ଠାରେ ୮ଟି ମୃତଦେହ ପହଁଚିଥିଲା । ଏହା ପରେ…
କର୍ଣ୍ଣାଟକର କଂଗ୍ରେସ କର୍ମୀ ତଥା କର୍ପୋରେଟର ନିରଞ୍ଜନ ହିରେମାଥଙ୍କ ଝିଅ ହତ୍ୟା ମାମଲାରେ ୨ ଜଣ ଗିରଫ। ସୋଶାଲ ମିଡିଆ ପୋଷ୍ଟ ଆଧାରରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ସୋଶାଲ ମଡିଆରେ ପୋଷ୍ଟ କରିଥିଲେ ଯେ, ମୃତ…