2024

ବିଜେପିରେ ଯୋଗଦେଲେ ୧୦୦ରୁ ଅଧିକ କଂଗ୍ରେସ ନେତା

ଭୋପାଳ : ଦେଶରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ କଂଗ୍ରେସ ନେତା ଓ କର୍ମୀଙ୍କ ଦଳ ବଦଳ ରାଜନୀତି ଜାରି ରହିଛି। ଏହିକ୍ରମରେ ଆଜି ମଧ୍ୟପ୍ରଦେଶ କଂଗ୍ରେସର ୧୦୦ରୁ ଅଧିକ ନେତା ଓ କର୍ମୀ ଶାସକ ବିଜେପିରେ ସାମିଲ ହୋଇଛନ୍ତି। ଏମାନଙ୍କ…

‘ସମୀର ନାହିଁ ତ ଶଙ୍ଖ ନାହିଁ’ ନାରାରେ କମ୍ପିଲା ନିମାପଡ଼ା

ଭୁବନେଶ୍ବର : ଟିକେଟ୍ କଟିବାର ୩ ଦିନ ପରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ନିଜ ନିର୍ବାଚନ ମଣ୍ଡଳୀରେ ହଜାର ହଜାର କର୍ମୀଙ୍କୁ ନେଇ କରିଛନ୍ତି ବିଶାଳ ଶୋଭାଯାତ୍ରା ଓ…

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ଚିରଞ୍ଜୀବ, ଶ୍ରୀମୟୀ ଓ ଅମରେଶ

ଭୁବନେଶ୍ବର : ଚଳିତ ସାଧାରଣ ନିର୍ବାଚନ ପାଇଁ ଆଜି ତା’ର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେମତ ୪୦ ଜଣଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରେ ଏଥର ଟିକେଟ…

ଭିନେଶ ଫୋଗାଟଙ୍କୁ ମିଳିଲା ଅଲିମ୍ପିକ୍ସ ଟିକେଟ୍‌

ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ ଗେମ୍ସରେ ଭାରତର ପାଇଁ ସ୍ୱର୍ଣ୍ଣ ଜିତିଥିଲା ଷ୍ଟାର ରେସଲର ଭିନେଶ ଫୋଗାଟଙ୍କୁ ମିଳିଛି ଅଲିମ୍ପିକ୍ସ ଟିକେଟ। ସେ ମହିଳା ବର୍ଗର ୫୦ କେଜି ବର୍ଗରେ ଚଳିତ ବର୍ଷ ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସରେ…

‘ମୋ ପତ୍ନୀଙ୍କୁ ଟଏଲେଟ କ୍ଲିନର ମିଶା ଖାଦ୍ୟ ଦିଆଯାଇଛି’

ଇସଲାମାବାଦ : ମୋ ପତ୍ନୀଙ୍କ ଖାଦ୍ୟରେ ଟଏଲେଟ୍ କ୍ଲିନର ମିଶାଇ ଖାଇବାକୁ ଦିଆଯାଉଛି। ଏଥିପାଇଁ ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡିଛି। ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଜେଲ୍‌ରେ ବନ୍ଦ ଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ…

ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷ ସୁଦ୍ଧା ୬୪ ହଜାର ଲୋକଙ୍କୁ ଚାକିରିରୁ ବିଦା କରି ସାରିଲେଣି ଟିସିଏସ୍‌, ଇନଫୋସିସ ଓ ୱିପ୍ରୋ

ନୂଆଦିଲ୍ଲୀ : ବିଗତ ଦୁଇ ଦଶନ୍ଧି ଧରି ଏମାନେ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଲୋକଙ୍କୁ ବିପୁଳ ସଂଖ୍ୟାରେ ନିଯୁକ୍ତି ଦେଉଥିଲେ। କିନ୍ତୁ ସମୟ ବଦଳିବା ସହ ସେମାନଙ୍କ ସ୍ଥିତି ବଦଳି ଯାଇଛି। ନିଯୁକ୍ତି ବଦଳରେ ସେମାନେ…

ପରୀକ୍ଷାରେ ଖୋଲାଖୋଲି କପି, ଭିଡ଼ିଓ ଭାଇରାଲ

ଭୋପାଳ: ମଧ୍ୟପ୍ରଦେଶ ମୁରୈନାରେ ପରୀକ୍ଷା ସମୟରେ ଖୋଲାଖୋଲି ଭାବେ କରାଯାଉଥିବା କପିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ଭାଇରାଲ ହେବା ପରେ ପ୍ରଶାସନର ହୋସ୍ ଉଡ଼ିଯାଇଛି। ପ୍ରଶାସନ ଏନେଇ ତଦନ୍ତ ଆରମ୍ଭ କରିଛି। ଭିଡ଼ିଓରେ ଦେଖାଯାଉଛି ଛାତ୍ରଛାତ୍ରୀମାନେ…

ଅଧିକ ସନ୍ତାନ ଜନ୍ମନେଇ ଲାଲୁଙ୍କୁ କଟାକ୍ଷ କଲେ ନୀତିଶ

ପାଟନା: ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ବିହାରରେ ବିଭିନ୍ନ ରାଜୈତିକ ଦଳର ନେତାମାନେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଏହିକ୍ରମରେ ଜନତା ଦଳ ୟୁନାଇଟେଡ (ଜେଡିୟୁ) ସଭାପତି ତଥା ବିହାର ସିଏମ ନୀତୀଶ କୁମାର ଶନିବାର ଦିନ କଟିହାରର…

ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ମହିଳା ସରପଞ୍ଚ କାନ୍ଦିପକାଇଲେ

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ବାରା ରେମୁଣାରୁ ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ମହିଳା ସରପଞ୍ଚ ବିଦ୍ୟାସ୍ମିତା ମହାଳିକ ଭାବବିହ୍ବଳ ହୋଇଯାଇଥିଲେ। ତାଙ୍କର ଆଖିରୁ ଆନନ୍ଦର ଅଶ୍ରୁ ବାହାରି ଆସିଥିଲା। ଶ୍ରୀ ପଟ୍ଟନାୟକ ଆଜି ଷଷ୍ଠ ପର୍ଯ୍ୟାୟରେ ବିଜେଡିର…

ଓଡ଼ିଆ ଭାଷା, ସଂସ୍କୃତି ଓ ‌ଓଡ଼ିଶାର ଗୌରବ ପାଇଁ ବିଜେପି ଏକା ଲଢ଼ିବ ବୋଲି ମେଣ୍ଟ କଲାନି – ଅମିତ ଶାହ

ଭୁବନେଶ୍ବର: ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ କାହିଁକି ହେଲାନି, ସେ ସମ୍ପର୍କରେ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ‘ଇଣ୍ଡିଆ ଟୁଡ଼େ’ ସହ ଏକ ସାକ୍ଷାତକାରରେ ଶ୍ରୀ ଶାହ କହିଛନ୍ତି, ଆମର କାର୍ଯ୍ୟକର୍ତ୍ତାମାନେ ଓଡ଼ିଆ…