ଦୀଘା ସମୁଦ୍ର ବେଳାଭୂମିରୁ ବିରଳ ପ୍ରଜାତିର ମୃତ ଡଲଫିନ୍ ମିଳିଲା
ଭୋଗରାଇ: ପଶ୍ଚିମବଙ୍ଗ ଦୀଘା ସମୁଦ୍ର ବେଳାଭୂମିରୁ ଆଜି ବିରଳ ପ୍ରଜାତିର ଏକ ମୃତ ଡଲଫିନ୍ ଉଦ୍ଧାର କରାଯାଇଛି। ଡଲଫିନ୍ର ଲମ୍ବ ସାଢ଼େ ପାଞ୍ଚ ଫୁଟ, ଓଜନ ୯୫ କିଲୋଗ୍ରାମ। ଡଲଫିନ୍ଟି ମରି କୂଳରେ ଲାଗିଥିବା ଦେଖି ସ୍ଥାନୀୟ ବନ କର୍ମଚାରୀ ଘଟଣାସ୍ଥଳରେ…
