କମିସନରେଟ ପୁଲିସ ହାତରେ ସ୍ୱାମୀସ୍ତ୍ରୀ ଗ୍ୟାଙ୍ଗ, ଟେଲିଗ୍ରାମ ଜରିଆରେ ଲୋକଙ୍କୁ ମାରୁଥିଲେ ଚୁନ
ଭୁବନେଶ୍ବର : କମିସନରେଟ ପୁଲିସ ହାତରେ ସ୍ୱାମୀ ସ୍ତ୍ରୀ ଗ୍ୟାଙ୍ଗ। ଗ୍ୟାଙ୍ଗର ୪ ସାଇବର ଠକଙ୍କୁ ଗିରଫ କଲା ସାଇବର ଥାନା ପୁଲିସ। ଗିରଫ ଅଭିଯୁକ୍ତ ମାନେହେଲେ ଗଞ୍ଜାମର ତୃପ୍ତି ରଞ୍ଜନ ପାତ୍ର ଓ ବନଲତା ସାହୁ ଏମାନେ ଉଭୟ ସ୍ୱାମୀ…
