ଗଛ କଟାକୁ ବିରୋଧ କଲେ ଗ୍ରାମବାସୀ, ଅନୁମତି ପତ୍ର ଦେଖାଇ ପାରିଲାନି ବନ ବିଭାଗ
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବହଳଦା ବନବିଭାଗ ପକ୍ଷରୁ ଗଛ କଟାକୁ ବିରୋଧ କଲେ ଗ୍ରାମବାସୀ। କାଟିବା ପାଇଁ ଅନୁମତି ପତ୍ର ଦେଖାଇ ପାରିଲାନି ବନ ବିଭାଗ। ଏନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଜଙ୍ଗଲ ବଢ଼ାଇବା ଲାଗି କୋଟି କୋଟି…
