ଇସ୍ରାଏଲ ସ୍ଥିତ ଭାରତୀୟ ଦୂତାବାସ ଜାରି କଲା ନୂଆ ‘ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି’
ନୂଆଦିଲ୍ଲୀ: ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ରବିବାର ନିଜ ନାଗରିକଙ୍କ ପାଇଁ ଏକ ନୂଆ ‘ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି’ ଜାରି କରିଛି, ଯେଉଁଥିରେ ସେମାନଙ୍କୁ ଶାନ୍ତ ରହିବା ଏବଂ ସୁରକ୍ଷା ପ୍ରୋଟୋକଲ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଦମାସ୍କସରେ ଇସଲାମିକ୍ ରିପବ୍ଲିକ୍ର ଏକ…
