ଚଡ଼କ ମେଳା: ୫ଲକ୍ଷ ଭକ୍ତଙ୍କ ସମାଗମ, ଅଣନିଶ୍ବାସୀ ହୋଇ ମହିଳା ମୃତ, ୧୭ ଅସୁସ୍ଥ
ଭୋଗରାଇ/ଚନ୍ଦନେଶ୍ୱର: ଆନନ୍ଦଉଲ୍ଲାସ ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଚନ୍ଦନେଶ୍ୱର ଚଡ଼କ ମେଳା ଆଜି ପାଟପର୍ବ ପାଳନ ପୂର୍ବକ ଉଦ୍ଯାପିତ ହୋଇଯାଇଛି। ଏଥିରେ ୫ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ ଭିଡ଼ରେ ଅଣନିଶ୍ବାସୀ ହୋଇ ଜଣେ…
