ଆତଙ୍କବାଦୀଙ୍କୁ ହତ୍ୟା କରିବାକୁ ଭାରତ ପାକିସ୍ତାନରେ ପ୍ରବେଶ କରିବ ମନ୍ତବ୍ୟରେ ପାକିସ୍ତାନ ଛାନିଆ
ନୂଆଦିଲ୍ଲୀ/ଇସଲାମାବାଦ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଯଦି ଆତଙ୍କବାଦୀମାନେ ଭାରତରେ ଶାନ୍ତି ଭଙ୍ଗ ଏବଂ ପଡ଼ୋଶୀ ଦେଶକୁ ପଳାୟନ ପାଇଁ ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ ହତ୍ୟା କରିବାକୁ ଭାରତ ପାକିସ୍ତାନରେ ପ୍ରବେଶ କରିବ। ଶୁକ୍ରବାର ରାଜନାଥ ସିଂ…
