2024

ଲୋକସଭା ନିର୍ବାଚନ ୨୦୨୪: ପଶ୍ଚିମବଙ୍ଗରେ ୭ ପର୍ଯ୍ୟାୟରେ ମତଦାନ

‌ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ ୧୮ ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରି କହିଛନ୍ତି, ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ…

ଲୋକସଭା ନିର୍ବାଚନ ସରିବା ମାତ୍ରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ

ଲୋକସଭା ନିର୍ବାଚନ ଶେଷ ହେବା ମାତ୍ରେ ଜମ୍ମୁ-କଶ୍ମୀରରେ ବିଧାନସଭା ପାଇଁ ଭୋଟ ପଡ଼ିବ। ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏପରି ଘୋଷଣା କରିଛନ୍ତି। ଆଜି ଦେଶର ସମସ୍ତ ୫୪୩ ଲୋକସଭା ଆସନ ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ…

ନିର୍ବାଚନରେ ଟଙ୍କା ଦେଇ ଖବର ପ୍ରସାରଣ ଓ ବ୍ୟକ୍ତିଗତ ଆକ୍ଷେପ ମନା

ଦେଶରେ କେବେ ପଡିବ ଭୋଟ? ସେ ନେଇ ଘୋଷଣା ହୋଇସାରିଛି ତାରିଖ। ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ତେବେ ଏହି ନିର୍ବାଚନ ବେଳେ ଟଙ୍କା ଦେଇ ଖବର ପ୍ରସାରଣ କରିବା କିମ୍ବା ମିଥ୍ୟା ଖରବ ପ୍ରସାରଣ ଉପରେ ରୋକ…

ଟିଭି ଓ ଖବର କାଗଜରେ ଅପରାଧିକ ରେକର୍ଡ ଦେବେ ଦାଗୀ ନେତା

ସାଧାରଣ ନିର୍ବାଚନ ପାଇଁ ବାଜିଲା ବିଗୁଲ। ଦେଶର ୭ଟି ପର୍ଯ୍ୟାୟରେ ପଡିବ ଭୋଟ। ତେବେ ଏଥର ପ୍ରାର୍ଥୀଙ୍କ ପାଇଁ ହୋଇଛି ନୂଆ ନିୟମ। ଦାଗୀ ନେତାମାନେ ଟିଭି ଓ ଖବର କାଗଜରେ ଦେବେ ନିଜ ନିଜ ଅପରାଧିକ ରେକର୍ଡ। ବିଜ୍ଞାପନ ଜରିଆରେ…

ଭୋଟ ଦେବେ ୯୭ କୋଟି ଲୋକ, ଶତାୟୁ ଭୋଟରଙ୍କ ସଂଖା ୨.୧୮ ଲକ୍ଷ

ଦେଶର ୯୬.୬ କୋଟି ପଞ୍ଜୀକୃତ ଭୋଟର ଇଭିଏମ ଦବାଇ ପରବର୍ତ୍ତୀ ସରକାର ଗଠନ ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧୦.୫ ଲକ୍ଷ ଅଧିକ ବୁଥ ନିର୍ବାଚନ କମିଶନ ପକ୍ଷରୁ ସମଗ୍ର ଦେଶରେ ତିଆରି କରାଯିବ। ନିର୍ବାଚନକୁ ସୂଚାରରୂପେ ଶେଷ…

ଉଦଘାଟିତ ହେଲା ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୪

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୪ ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟ ଠାରେ ଆୟୋଜନ କରାଯାଇଅଛି ।…

ବଢ଼ିଲା ସମିତି ସଭ୍ୟଙ୍କ ଦରମା

ଭୁବନେଶ୍ୱର: ରାଜ୍ୟ ସରକାର ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା ବଢ଼ାଇଛନ୍ତି । ୭୫୦୦ ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରିଛନ୍ତି । ଆସନ୍ତା ଏପ୍ରିଲ ୧ ତାରିଖରୁ ବର୍ଦ୍ଧିତ ଦରମା ଲାଗୁ ହେବ । ଗତକାଲି ଦରମା…

କଟକ ଏସସିବି ପରିସରରେ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ଏସସିବି ସମ୍ପ୍ରସାରଣ ପ୍ରୋଜେକ୍ଟ ଅଞ୍ଚଳ ପରିସରରେ ଘଟିଛି ଘଟଣା। ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ଠିକା ସଂସ୍ଥାର ଜଣେ ଶ୍ରମିକ ଥିବା…

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ

ଭୁବନେଶ୍ୱର: ବାଜିଲା ନିର୍ବାଚନ ବିଗୁଲ । ଆରମ୍ଭ ହେଲା କାଉଣ୍ଟ ଡାଉନ। ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହେବ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ…

୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍‌ ଦାମ୍‌

ନିର୍ବାଚନ ପୂର୍ବରୁ ବଡ଼ ଭେଟି। କମିଲା ପେଟ୍ରୋଲ-ଡିଜେଲ ଦାମ୍‌। ପାଖାପଖି ୧୫ଟଙ୍କା କମିଲା ତୈଳ ଦର। ନିର୍ବାଚନୀ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେବା ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ପେଟ୍ରୋଲ-ଡିଜେଲ ଦାମ୍‌ ୧୫ ଟଙ୍କା ଯାଏଁ କମ୍‌ କରାଯାଇଥିବା କେନ୍ଦ୍ର…