2024

ମହିଳାମାନଙ୍କୁ କେଜ୍ରିୱାଲଙ୍କ ଅନୁରୋଧ, ସ୍ୱାମୀମାନେ ମୋଦି ନାମ ଜପ କରୁଥିଲେ ଖାଇବାକୁ ଦିଅନାହିଁ

‘ଯଦି ଆପଣଙ୍କ ସ୍ୱାମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଜପ କରୁଛନ୍ତି, ତା’ହେଲେ ସେମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ।’ ଶନିବାର ଦିଲ୍ଲୀରେ ଏକ ମହିଳା ସମ୍ମାନ ସମାବେଶରେ ଯୋଗ ଦେଇ ଏହି କଥା କହିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଥିଲେ,…

ରାତି ଅଧରେ ଲାଲୁଙ୍କ ଘନିଷ୍ଠ ନେତାଙ୍କୁ ଉଠାଇ ନେଲା ଇଡି

ବିହାରର ପୂବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ନେତାଙ୍କୁ ରାତି ଅଧରେ ଘରୁ ଉଠାଇନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଲାଲୁଙ୍କ ପରିବାରର ନିକଟତମ କୁହାଯାଉଥିବା ଆର୍‌ଜେଡି ନେତା ସୁଭାଷ ଯାଦବଙ୍କୁ ବିଳମ୍ବିତ ରାତିରେ ଇଡି ଗିରଫ କରିଛି।…

ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦେଲେ ବିଜେପି ନେତା

ନିଜ ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଲେ ବିଜେପି ନେତା କୌସ୍ତୁଭ ବାଗଚୀ। ଶନିବାର ପଶ୍ଚିମ ବଙ୍ଗର ସିଲିଗୁଡ଼ିରେ ସେ ନିଜ ରକ୍ତରେ ଲେଖିଥିବା ଚିଠିକୁ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ। ସେ ଏଥିରେ ଲେଖିଥିଲେ- ପ୍ରଧାନମନ୍ତ୍ରୀ ମୋଦି, ଦୟାକରି ପଶ୍ଚିମବଙ୍ଗକୁ…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ନାବାଳକ ମୃତ

ଯାଜପୁର: ଗାଧୋଇବାକୁ ଯାଇ ପୋଖରୀରେ ବୁଡି ନାବାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ପ୍ରୀତିପୁର ନୂଆ ଗାଁରେ । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ସଞ୍ଜୟ କୁମାର ଦାସଙ୍କ…

ଟିଏମସି ପକ୍ଷରୁ ୪୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା, ୟୁସୁଫ ପଠାନଙ୍କୁ ମିଳିଲା ଟିକେଟ୍

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଟିଏମସି ପକ୍ଷରୁ ରବିବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତାଲିକାରେ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତାଲିକାରେ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କ ନାମ ରହିଛି। ତାଙ୍କୁ…

କଟକ ଏସସିବି ମେଡିକାଲର ସମୀକ୍ଷା କଲେ କାର୍ତ୍ତିକ ପାଣ୍ଡିଆନ

କଟକ: କଟକ ଏସସିବି ମେଡିକାଲର ସମୀକ୍ଷା କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏସସିବି ଏମ୍ସ ପ୍ଲସ ଦିଗରେ ଆଗେଇ ଚାଲିଥିବା ବେଳେ ଏସସିବିର ନୂଆ ବିଲଡିଂ କାମ ବୁଲି ତଦାରଖ କରିଛନ୍ତି। କଟକରେ ବିଭିନ୍ନ କଲେଜର…

ପଦ୍ମ ଛାଡି ସଙ୍ଗେ ସଙ୍ଗେ ହାତ ଧରିଲେ ସାଂସଦ ବ୍ରିଜେନ୍ଦ୍ର ଚୌଧୁରୀ

ଚଣ୍ଡିଗଡ଼: ହରିୟାଣାର ହିସାର ଲୋକସଭା ସାଂସଦ ବ୍ରିଜେନ୍ଦ୍ର ଚୌଧୁରୀ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ସକାଳେ ଟୁଇଟ୍ କରି ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପରେ ଅପରାହ୍ନରେ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ସହ ହାତ ମିଳାଇବା ପୂର୍ବରୁ ପୂର୍ବତନ…

ଉଲଗ୍ନ ହୋଇ ଡାକ୍ତରଖାନାରେ ବୁଲିଲେ ଡାକ୍ତର

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ପୂର୍ବର ଔରାଙ୍ଗାବାଦ) ଜିଲ୍ଲାର ବିଡକିନ ସ୍ଥିତ ସରକାରୀ ଡାକ୍ତରଖାନାରେ ଜଣେ ଡାକ୍ତର ଉଲଗ୍ନ ହୋଇ ବୁଲିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଡାକ୍ତର ଜଣଙ୍କ ସଦାବେଳେ ନିଶା ସେବନ କରନ୍ତି ବୋଲି ଜଣାପଡ଼ିଛି। ନିଶାସକ୍ତ ଅବସ୍ଥାରେ ସେ…

ଯବାନଙ୍କ ଗୁଳିରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଏସ୍‌ଓଜି ଯବାନ – ମାଓବାଦୀ ମୁହାଁମୁହିଁ ହୋଇଥିଲେ । ୧୫ରୁ ୨୦ ମିନିଟ୍‌ ଧରି ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ପାଲଟା ଗୁଳିରେ ଛତ୍ରଭଙ୍ଗ ଦେଇଥିଲେ…

ଜେଲରୁ ୨ କଏଦୀ ଫେରାର

ବଲଙ୍ଗୀର: ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ୨ ବିଚାରଧୀନ କଏଦୀ ଫେରାର । ହତ୍ୟା ଅଭିଯୋଗରେ ୨ବର୍ଷ ହେଲା ଜେଲରେ ଥିଲେ ୨ ଅଭିଯୁକ୍ତ । ଜେଲ ପାଚେରୀ ଡେଇଁ ବିଚାରଧୀନ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି । ଟିଟିଲାଗଡ଼ ଉପଖଣ୍ଡ…