2024

ନୋଇଡା : ହଷ୍ଟେଲ ଖାଦ୍ୟ ଖାଇ ୧୦୦ ଛାତ୍ର ଅସୁସ୍ଥ

ନୋଇଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଏକ ହଷ୍ଟେଲରେ ଖାଦ୍ୟ ଖାଇ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତ ଛାତ୍ରଙ୍କୁ ଗ୍ରେଟର ନୋଏଡାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକ ଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।…

ବିବାଦ ଯୋଗୁ ମାଳଦ୍ବୀପରେ ପର୍ଯ୍ୟଟକଙ୍କ ସଂଖ୍ୟା ୩୩% କମିଲା

ମାଲେ: ଭାରତ ସହିତ ବିବାଦ ମାଳଦ୍ବୀପକୁ ମହଙ୍ଗା ପଡ଼ିଛି। ବିବାଦ ପରେ ମାଳଦ୍ବୀପର ସ୍ଥିତି ସଙ୍କଟଜନକ ହୋଇଛି। ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ କମିବାରୁ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ନ ଭୁଶିଡ଼ିବା ସ୍ଥିତିକୁ ଆସିଛି। ଦେଶର ପର୍ଯ୍ୟଟନ ଶିଳ୍ପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଗତ…

୧.୭୫କୋଟି ଲୋକଙ୍କୁ ମିଳିବ ମାଗଣା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ୧.୭୫କୋଟି ଲୋକଙ୍କୁ ମିଳିବ ମାଗଣା ଏଲପିଜି ସିଲିଣ୍ଡର | ରଙ୍ଗର ପର୍ବ ହୋଲିରେ ଉତ୍ତରପ୍ରଦେଶବାସୀଙ୍କୁ ବଡ ଉପହାର ଦେଲେ ଯୋଗୀ ସରକାର | କ୍ୟାବିନେଟ ବୈଠକରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ଟଙ୍କା ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା…

ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସୋନିଆ ଚାହୁଁଛନ୍ତି ଓ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଲାଲୁ ଚାହୁଁଛନ୍ତି: ଶାହା

ପାଟନା: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ବିହାରର ପାଟନାରେ ଏକ ଜନସଭାରେ ଯୋଗ ଦେଇଛନ୍ତି | ଏହି ସମାବେଶରେ ସମ୍ବୋଧିତ କରି ସେ ଏକାସାଙ୍ଗରେ କଂଗ୍ରେସ ଏବଂ ଆରଜେଡି ଉପରେ ଆକ୍ରମଣ କରିଥିଲେ। ଅମିତ ଶାହା କହିଛନ୍ତି ଯେ…

୧୫୬ ଗରିବ ମହିଳାଙ୍କ ବିବାହ କରାଇଲେ ବାଗେଶ୍ଵର ବାବା, ଉପହାରରେ ଦେଲେ ବାଇକ

ଛତରପୁର: ୧୫୬ଗରିବ ମହିଳାଙ୍କ ବିବାହ କରାଇଲେ ବାଗେଶ୍ଵର ବାବା | ଉପହାରରେ ଦେଲେ ବାଇକ | ଗରିବ ପରିବାରର ୧୫୬ଜଣ ମହିଳାଙ୍କ ବିବାହ ଶୁକ୍ରବାର ଦିନ ଛତରପୁର ଜିଲ୍ଲାର ବାଗେଶ୍ୱର ଧାମରେ ​​ଶେଷ ହୋଇଥିଲା। ପୀଠାଧିଶ୍ୱର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ…

ହିମାଚଳ ସଙ୍କଟ: ଉତ୍ତରାଖଣ୍ଡରେ କଂଗ୍ରେସର ୬ ବିଦ୍ରୋହୀଙ୍କ ସମେତ ୧୧ ବିଧାୟକ

ସିମଲା : ରାଜ୍ୟସଭା ନିର୍ବାଚନ ପରେ ହିମାଚଳ ପ୍ରଦେଶର କ୍ଷମତାସୀନ କଂଗ୍ରେସରେ ଦେଖାଯାଇଥିବା ସଙ୍କଟ ଟଳିବାର ନାଁ ଧରୁନି। ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କୁ ଜିତାଇଥିବା କଂଗ୍ରେସର ୬ ବିଦ୍ରୋହୀ ବିଧାୟକ ଏବେ ଉତ୍ତରାଖଣ୍ଡରେ…

ଗୁରୁବାର କିମ୍ବା ଶୁକ୍ରବାର ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ : ଦେଶରେ ଲୋକସଭା ନିର୍ବାଚନ କେବେ ହେବ, ତା’ର ଘୋଷଣା ଭାରତୀୟ ନିର୍ବାଚନ କମିଶନ ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଘୋଷଣା କରି ପାରନ୍ତି। ସୋମବାର ଠାରୁ ବୁଧବାର ଯାଏ ମୁଖ୍ୟ ନିର୍ବାଚନ କମିଶନର ଜମ୍ମୁ-କଶ୍ମୀର ଗସ୍ତ କରିବେ। ସେଠାରେ…

ଡିଏମ୍‌କେ ପାଇଁ ପ୍ରଚାର କରିବେ କମଲ ହାସନ

ଚେନ୍ନାଇ : ଅଭିନେତାରୁ ନେତା ପାଲଟିଥିବା ସାଉଥର ସୁପରଷ୍ଟାର କମଲ ହାସନ। ଏଥର ଲୋକସଭା ନିର୍ବାଚନ ସେ ଲଢ଼ିବେନି। କିନ୍ତୁ ଡିଏମ୍‌କେ ପାଇଁ କରିବେ ପ୍ରଚାର। ଆଉ ପ୍ରଚାର ବଦଳରେ ତାଙ୍କ ଦଳ ଏମ୍‌ଏନ୍‌ଏମ୍‌ଙ୍କୁ ମିଳିବ ଗୋଟିଏ ରାଜ୍ୟସଭା ସିଟ୍‌। ତାମିଲନାଡୁରେ…

ଟେଷ୍ଟ ଖେଳାଳୀଙ୍କ ଉପରେ ଧନବର୍ଷା କଲା ବିସିସିଆଇ

କୋଲକାତା: ଟିମ୍ ଇଣ୍ଡିଆ ୧୧୨ ବର୍ଷ ପରେ ଧର୍ମଶାଳା ଟେଷ୍ଟରେ ଇଂଲଣ୍ଡର ରେକର୍ଡ ଭାଙ୍ଗିଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟରେ ଭାରତ ଇଂଲଣ୍ଡକୁ ଗୋଟିଏ ଇନିଂସ ଏବଂ ୬୪ ରନରେ ଇଂଲଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ସିରିଜକୁ ୪-୧ରେ…

ଉତ୍ତରପୂର୍ବ ଭାରତରେ ୫୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କଲେ ମୋଦୀ

ଗୌହାଟୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପୂର୍ବ ଭାରତରେ ପ୍ରାୟ ୫୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି | ମୋଦୀ ପୂର୍ବାହ୍ନ ସାଢ଼େ ୧୦ଟାରେ ଅରୁଣାଚଳପ୍ରଦେଶର ଇଟାନଗରରେ ‘ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ’…