ଆଜି ପ୍ରଭୁ ରାମଚନ୍ଦ୍ର ଥିଲେ ଏମାନେ ତାଙ୍କ ଘରେ ବି ଇଡ଼ିକୁ ପୁରାଇଦେଇଥାନ୍ତେ: କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଜେଟ୍ ଉପରେ ନିଜର ମତ ରଖି କହିଛନ୍ତି, ଯେ ‘ଆଜି ଯେତେବେଳେ ଆମେ ବଜେଟ୍ ବିଷୟରେ ଆଲୋଚନା କରୁଛୁ, ସେତେବେଳେ ଆମେ ମନୀଷ ସିସୋଡିଆ ଜୀଙ୍କୁ ମନେ ପକାଉଛୁ ।…
