ରାଷ୍ଟ୍ରପତି ରେସ୍ରୁ ବାହାର ହେଲେ ନିକ୍କି ହାଲି
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ୍ଙ୍କ ମଧ୍ୟରେ ଦେଖିବାକୁ ମିଳିବ ଜୋରଦାର ଲଢ଼େଇ । କାରଣ ରାଷ୍ଟ୍ରପତି ରେସ୍ରୁ ରିପବ୍ଲିକାନ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱି ନିକ୍କି ହାଲି ବାହାର ହୋଇଛନ୍ତି। ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ…
