ନିର୍ବାଚନ ଲଢ଼ିବେ ପୂର୍ବତନ ଆୟକର କମିସନର: ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ଲଢ଼ିଥିଲେ
ନୂଆପଡ଼ା: ଏଥରକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଶ୍ରୀକାନ୍ତ ଚାଟାର୍ଜୀ। ସେ ହେଉଛନ୍ତି ପୂର୍ବତନ ଆୟକର କମିସନର୍। ତେବେ, ଗତ ପୌର ନିର୍ବାଚନ ସମୟରେ ସେ ରାଜନୀତିରେ ପାଦ ଥାପିସାରିଛନ୍ତି। ଶ୍ରୀ ଚାଟାର୍ଜୀ ଗତ ପୌର ନିର୍ବାଚନରେ ଖଡ଼ିଆଳ…
