2024

ମୋଦି ହିନ୍ଦୁ ନୁହନ୍ତି : ଲାଲୁ ପ୍ରସାଦ ଯାଦବ

ପୁଣି ଥରେ ଫର୍ମକୁ ଫେରିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ବିହାରରେ ସତ୍ତା ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ନିଜ ପୁରୁଣା ଷ୍ଟାଇଲ୍‌ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ଭୋଜପୁରୀ…

ବିଜେପିରେ ମିଶିବେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜୁ ଜନତା ଦଳ ଛାଡି ନିକଟ ଭବିଷ୍ୟତରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ବରିଷ୍ଠ…

ବାପାକୁ ଠେଙ୍ଗାରେ ପିଟି ମାରିଲା ପୁଅ

ଅନୁଗୁଳ : ବାପାକୁ ପିଟି ମାରିଲା ପୁଅ । ଠେଙ୍ଗାରେ ପିଟି ପିଟି ବାପାକୁ ହତ୍ୟା କଲା ନୃଶଂସ ପୁଅ । ମୃତଦେହକୁ ଚଦରରେ ଘୋଡାଇ ଫେରାର ହୋଇଯାଇଛି । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଭୂଇଁ ଗାଁର ଅଭାବନୀୟ ଘଟଣା…

ଗ୍ରୁପ୍‌ ଋଣ ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ

ଗ୍ରୁପ୍‌ରୁ ଋଣ ନେଇ ଦେଉନଥିଲେ। ମାଗିବାରୁ ମହିଳାଙ୍କୁ ଆକ୍ରମଣ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ସଦର ମହକୁମାରେ ଘଟିଛି। ପନିକି ଚୋଟରେ ଗୁରୁତର ଆହତ ହୋଇଥିବା ମହିଳା ଜଣକ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଶ୍ରୀକୋଣା ପଞ୍ଚାୟତର ପଟାପୋଲୋ ଗାଁର SKS ଭାରତ…

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଡବ୍ଲୁଏଫ ବିଶ୍ୱ ପାରା ଚମ୍ପିୟାନସିପ ୨୦୨୪ ରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ ପଦକ ବିଜୟୀ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି I ଆଜି ସ୍ଥାନୀୟ…

ବିଜେପି ଆରମ୍ଭ କଲା ଏକ କୋଟି ଜନମତ ସଂଗ୍ରହ ଅଭିଯାନ

ଭୁବନେଶ୍ବର: ବିଜେପି ଆରମ୍ଭ କରିଛି ଏକ କୋଟି ଜନମତ ସଂଗ୍ରହ ଅଭିଯାନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଗାମୀ ନିର୍ବାଚନ ଇସ୍ତାହାରରେ କ’ଣ ରଖିବ ବିଜେପି ସେନେଇ ଜନମତ ସଂଗ୍ରହ କରିବ…

ରାଜନୀତିରୁ ସନ୍ନ୍ୟାସ ନେଲେ ହର୍ଷବର୍ଦ୍ଧନ

ରାଜନୀତିକୁ ଗୁଡ୍‌ବାଏ କହିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଡଃ. ହର୍ଷବର୍ଦ୍ଧନ। ସେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ଜଣାଇଛନ୍ତି। ବିଜେପି ଏଥର ଲୋକସଭା ନିର୍ବାଚନରେ ତାଙ୍କ ଟିକେଟ୍‌ କାଟିବା ପରେ…

ଆସନ୍ତା ୧୦ ଦିନ ମଧ୍ୟରେ ୧୨ଟି ରାଜ୍ୟର ୨୯ଟି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସମ୍ଭାବ୍ୟ ଘୋଷଣା ପୂର୍ବରୁ ଆସନ୍ତା ୧୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୯ଟି କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଜମ୍ମୁ-କଶ୍ମୀର, ଆସାମ,…

ଯୁବକଙ୍କୁ ଅପହରଣ କରି ମୁହଁରେ ପରିସ୍ରା କଲେ, ନିର୍ଧୁମ ପିଟିଲେ

ଯୁବକଙ୍କୁ ପ୍ରଥମେ ଅପହରଣ କଲେ। ଏହାପରେ ତାଙ୍କୁ ବରଫ ଉପରେ ଶୁଆଇ ନିର୍ଧୁମ ପିଟିଲେ। କେବଳ ସେତିକି ନୁହେଁ ତାଙ୍କ ମୁହଁରେ ପରିସ୍ରା ମଧ୍ୟ କଲେ ଦୁର୍ବୃତ୍ତ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶର ଶିବପୁରୀ ଅଞ୍ଚଳରୁ। ଶିବପୁରୀର…

ଜାହାଜରୁ ଭାରତ ପାରମାଣବିକ ସାମଗ୍ରୀ ଜବତ କରିବା ପରେ ପାକିସ୍ତାନର ବିବୃତି

ନୂଆଦିଲ୍ଲୀ: କରାଚୀ ଅଭିମୁଖେ ଯାଉଥିବା ଯେଉଁ ଜାହାଜକୁ ମୁମ୍ବାଇରେ ଭାରତୀୟ ଏଜେନ୍‌ସିମାନେ ଜବତ କରିଛନ୍ତି ତାହା ପାରମାଣବିକ କାର୍ଯ୍ୟକ୍ରମ ପାଇଁ ମେସିନ୍‌ ନୁହେଁ ବ୍ୟାବସାୟିକ ସାମଗ୍ରୀ ନେଇ ଯାଉଥିଲା ବୋଲି ଆଜି ପାକିସ୍ତାନ କହିଛି। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି ଯେ,…