2024

ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି । ଖରାଦିନ ପାଇଁ ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବ୍ୟବସ୍ଥା କରାଇବାକୁ ଚିଠି ଲେଖିଛି ବିଭାଗ । ଏହା ସହ ସମସ୍ତ ସମସ୍ତ…

ଛୁରୀ ଭୁଷି ମାରିଦେଲେ ଲିଭଇନ ପାର୍ଟନର

ପୁଣିଥରେ ଲିଭଇନ ସମ୍ପର୍କର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ନିଜ ଲିଭଇନ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ମହିଳା। ଉଭୟ ଏକାଠି କୋଲକାତାରେ ରହୁଥିଲେ। କିନ୍ତୁ ଘର ଭିତରେ ହିଁ ମହିଳା ଜଣଙ୍କ ତାଙ୍କ ପାର୍ଟନରଙ୍କୁ ଛୁରୀ…

ଆତ୍ମଘୋଷିତ ବାବା ଆଶାରାମକୁ ସୁପ୍ରିମକୋର୍ଟ ଝଟକା

ଆତ୍ମଘୋଷିତ ବାବା ଆଶାରାମକୁ ଆଜି ସୁପ୍ରିମକୋର୍ଟ ଝଟକା ଲାଗିଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଆଶାରାମ ସ୍ୱାସ୍ଥ୍ୟଗତ ଆଳ ଦେଖାଇ ଦଣ୍ଡାଦେଶକୁ କୋହଳ ପାଇଁ ଆବେଦନ କରିଥିଲା। କିନ୍ତୁ ସୁପ୍ରିମକୋର୍ଟ ଏପରି ଆବେଦନକୁ ଶୁଣାଣି ପାଇଁ…

ରାଜଧାନୀରେ ଯୁବ କଂଗ୍ରେସ ବିକ୍ଷୋଭ: ପୋଲିସ ଉପରକୁ ଅଣ୍ଡାମାଡ଼

ଭୁବନେଶ୍ବର: ସରକାରଙ୍କ ବିରୋଧରେ ତାତିଲା ଯୁବ କଂଗ୍ରେସ । ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଯୁବ କଂଗ୍ରେସର ପ୍ରତିବାଦ । ରଣହୁଙ୍କାର ଦେଇ ନବୀନ ନିବାସ ଅଭିମୁଖେ ମାଷ୍ଟରକ୍ୟାଣ୍ଟିନରୁ ବାହାରିଥିଲା ଯୁବ କଂଗ୍ରେସ ରାଲି । ରାଲିରେ ସାମିଲ ହୋଇଥିଲେ ଶତାଧିକ…

ବିଚ୍‌ ରାସ୍ତାରେ ଆପ୍‌ ନେତାଙ୍କୁ ଗୁଳି କରି ହତ୍ୟା

ଆମ ଆଦମୀ ପାର୍ଟି ନେତାଙ୍କ ଉପରେ ବିଚ୍‌ ରାସ୍ତା ଉପରେ ଆଖିବୁଜା ଗୁଳିମାଡ଼। ଚାରିପଟୁ ଘେରି ଯାଇ ଗୁଳିମାଡ଼ କରି ଆପ୍‌ ନେତାଙ୍କୁ ହତ୍ୟା କଲେ ଆକ୍ରମଣ କାରୀ। ପଞ୍ଜାବର ତରନତାରନରେ ଘଟିଛି ଏଭଳି କିଛି ଘଟଣା। ନିକଟରେ ଆଇଏନଏଲଡି ନେତା…

ମୋଦୀଙ୍କ ବୈଠକରେ ୧୦୦ ଲୋକସଭା ପ୍ରାର୍ଥୀ ଚୂଡାନ୍ତ କଲା ବିଜେପି

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାଙ୍କ ବାସଭବନରେ ବିଳମ୍ବିତ ରାତିରେ ବୈଠକ ଡାକିବା ପରେ ବିଜେପି ୧୦୦ ଲୋକସଭା ପ୍ରାର୍ଥୀ ଚୂଡାନ୍ତ କରିଛି। ନୂତନ ତାଲିକା ଆଗାମୀ ଦିନରେ ଘୋଷଣା କରାଯିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ଏହି ତାଲିକାରେ…

ବଢ଼ିଲା ଗଣଶିକ୍ଷକଙ୍କ ଦରମା, ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗଣଶିକ୍ଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ବଢ଼ିଲା ଗଣଶିକ୍ଷକଙ୍କ ଦରମା । ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବଢ଼ାଯାଇଛି । ଖାଲି ଏତିକି ନୁହେଁ OTET ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ।…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେଲେ ରାଷ୍ଟ୍ରପତି

ବ୍ରହ୍ମପୁର: ଓଡିଶା ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିରେ ସ୍ୱର୍ଣ୍ଣ ପଦକ ପାଇବାକୁ ଥିବା ୧୦…

ହିମାଚଳ କଂଗ୍ରେସରେ ଫାଟ ଜଳଜଳ: ବିଜେପି କାମକୁ ପ୍ରଶଂସା କଲେ ଦଳର ରାଜ୍ୟ ମୁଖିଆ

ହିମାଚଳରେ କ୍ଷମତାସୀନ କଂଗ୍ରେସରେ ସୃଷ୍ଟି ହୋଇଥିବା ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିନକ ତଳେ ଦଳର ପର୍ଯ୍ୟବେକ୍ଷକ ସବୁ କିଛି ଠିକ ଠାକ ହୋଇ ସାରିଥିବା କହିଥିଲେ। କିନ୍ତୁ କଂଗ୍ରେସର ହିମାଚଳ ମୁଖ୍ୟ ପ୍ରତିଭା ସିଂହ ଖୋଲାଖୋଲି ବିଦ୍ରୋହ ଘୋଷଣା…

କଂଗ୍ରେସ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ

ଭୁବନେଶ୍ୱର: ଆଗକୁ ଆସୁଛି ନିର୍ବାଚନ । ଏହି ସମୟରେ ନେତା କର୍ମୀଙ୍କ ଚାଲିଛି ଦଳ ଅଦଳ ବଦଳ । ଏବେ କଂଗ୍ରେସରୁ ମୁହଁ ଫେରାଇ ନେଇଛନ୍ତି ରଜତ ଚୌଧୁରୀ । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପିସିସି ଉପସଭାପତି ରଜତ ଚୌଧୁରୀ ।…