2024

ଜେଏନ୍‌ୟୁ ହିଂସା: ଏବିଭିପି ଓ ବାମପନ୍ଥୀ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ

ନୂଆଦିଲ୍ଳୀ: ଦିଲ୍ଳୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଗୁରୁବାର ବିଳମ୍ବିତ ରାତିରେ ବିବାଦ ଦେଖିବାକୁ ମିଳିଛି। ଜେଏନୟୁ ପରିସରରେ ଅଖିଲ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) ଛାତ୍ର ଏବଂ ବାମପନ୍ଥୀ ଗୋଷ୍ଠୀ ମଧ୍ୟରେ ସ୍କୁଲ ଅଫ୍ ଲାଙ୍ଗୁଏଜ୍‌ ନିର୍ବାଚନ କମିଟିର ସଦସ୍ୟ ଚୟନକୁ…

ଏଣିକି ଆଗୁଆ ମିଳିବ ସୂଚନା: କଟକ, ଭୁବନେଶ୍ୱରରେ ଲାଗିବ ଅତ୍ୟାଧୁନିକ ରାଡାର

ଭୁବନେଶ୍ୱର : ଆଗୁଆ ମିଳିବ ବନ୍ୟା ସୂଚନା । କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡାର । ୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ୍‌ ଓ୍ବାର୍ଣ୍ଣିଂ ସିଷ୍ଟମ । ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ…

ରେଡ୍‌ ବେଳେ ବାହାରିଲା ବିଡା ବିଡା ଟଙ୍କା, ୬୦ କୋଟିର କାର୍‌ ଠାବ

ଆୟକର ବିଭାଗ ହାତରେ ଲାଗିଲା କୁବେର ଖଜଣା। ରେଡ୍‌ ବେଳେ ବାହାରିଲା ବିଡା ବିଡା ଟଙ୍କା। କେବଳ ସେତିକି ନୁହେଁ ୬୦ କୋଟିର ଅଧିକ ଟଙ୍କାର କାର୍‌ ମଧ୍ୟ ଜବତ ହୋଇଛି। ବଂଶୀଧର ତମାଖୁ ନାମକ କମ୍ପାନୀରେ ରେଡ୍‌ ବେଳେ ଏ…

ଲ’ ଅଫିସରଙ୍କ ଫି’ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର: ଲ’ ଅଫିସରଙ୍କ ଫି’ ବୃଦ୍ଧି କଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ଅଣ କ୍ୟାଡର ଲ’ ଅଫିସର ମାନଙ୍କର ଦୈନିକ ଓ ରିଟେନର୍ ଫି’ ରେ ୫୦ ପ୍ରତିଶତ ବୃଦ୍ଧି…

ରାଉରକେଲାରେ ବ୍ୟବସାୟୀଙ୍କ ଘରେ ଇଡି ଚଢ଼ଉ

ରାଉରକେଲା: ରାଉରକେଲାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଚଢ଼ଉ ଚାଲିଛି। ଭୁବନେଶ୍ୱର ଇଡି କାର୍ଯ୍ୟାଳୟର ତିନିଟି ଟିମ ଏକ କାଳୀନ ଉଦିତନଗର କଚେରୀରୋଡ ସ୍ଥିତ କଦମୱାଲା ଆଣ୍ଡ କୋ ଓ କଦମୱାଲା ଇନସଲଭାନସି ପ୍ରଫେସନାଲ ପ୍ରାଇଭେଟ ଲିମିଟେଡ଼ରେ ସକାଳୁ ଚଢ଼ଉ…

ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ଖୋଲିଲା ‘ଆମ ବ୍ୟାଙ୍କ’

ଭୁବନେଶ୍ବର: ମୁଁ ଚାହେଁ କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ହଇରାଣ ନ ହୁଅନ୍ତୁ। ଏଥି ପାଇଁ ‘ଆମ ବ୍ୟାଙ୍କ’ ଖୋଲା ଯାଉଛି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ର…

ବିଶୃଙ୍ଖଳିତ ଆଚରଣ ମହଙ୍ଗା ପଡ଼ିଲା; ବହିଷ୍କୃତ ହେଲେ ଭିସୁଟ ଅଧ୍ୟାପକ

ସମ୍ବଲପୁର : ବିଶୃଙ୍ଖଳିତ ଆଚରଣ ପାଇଁ ଚାକିରିରୁ ବହିଷ୍କୃତ ହେଲେ ବୁର୍ଲା ଭିସୁଟର ସହକାରୀ ଅଧ୍ୟାପକ । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ସହକାରୀ ଅଧ୍ୟାପକ ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି ଭିସୁଟ କର୍ତ୍ତୃପକ୍ଷ । ବିଶ୍ୱବିଦ୍ୟାଳୟର ବୋର୍ଡ ମ୍ୟାନେଜମେଣ୍ଟ…

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ରାଜ୍ୟ ବିଜେପି ସହପ୍ରଭାରୀ ଲତା ଉସେଣ୍ଡି ଆଜି ଏହି ସୂଚନା ଦେଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କୌଣସି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନାହିଁ ବୋଲି ସେ କହିଛନ୍ତି।…

ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ଜଳିବନି କାଠ; ରୋଷେଇଶାଳରେ ସଂଯୋଗ ହେବ ଏଲ୍‌ପିଜି ସିଲିଣ୍ଡର

ଭୁବନେଶ୍ୱର: ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲଗୁଡ଼ିକ ପରିବେଶ ଅନୁକୂଳ ହେବ। ଏଥି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସମସ୍ତ ଆବାସିକ ବିଦ୍ୟାଳୟ ତଥା ହଷ୍ଟେଲଗୁଡ଼ିକରେ ଆଉ…

ବୋରିଗୁମ୍ମାର ପୋଖରୀରେ ବୁଡ଼ିଗଲେ ଉତ୍ତର ପ୍ରଦେଶର ଯୁବକ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ‌ବୋରିଗୁମ୍ମା ଥାନା ଝିଲିମିଲ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଉଛନ୍ତି ତେଜ ସିଂ। ସେ ଉତ୍ତରପ୍ରଦେଶ ନିବାସୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ତେଜ୍‌ ସିଂ ହେଉଛନ୍ତି ଉତ୍ତର…