2024

ବିଏସ୍‌ପି ଛାଡ଼ି ବିଜେପିରେ ଯୋଗ ଦେଲେ ସାଂସଦ ରିତେଶ ପାଣ୍ଡେ

ନୂଆଦିଲ୍ଲୀ: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଆମ୍ବେଦକର ନଗର ଲୋକସଭା ସାଂସଦ ରିତେଶ ପାଣ୍ଡେ ରବିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି।…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ମାଲକାନଗିରି: ଛତିଶଗଡ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ସେପଟେ ମାଓବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି ଜଣେ ଯବାନ । ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।…

ଆଗାମୀ ୩ ମାସ ପର୍ଯ୍ୟନ୍ତ ପ୍ରସାରିତ ହେବନି ‘ମନ୍ କି ବାତ୍’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ଆସନ୍ତା ୩ ମାସ ପର୍ଯ୍ୟନ୍ତ ବନ୍ଦ ରହିବ। ଲୋକସଭା ନିର୍ବାଚନ ଥିବାରୁ ଆଚରଣ ବିଧି ଲାଗୁ ହେଉଥିବାରୁ ଏହି ପ୍ରୋଗ୍ରାମ ପ୍ରସାରିତ ହେବ ନାହିଁ। ଆଜି ରେଡିଓ କାର୍ଯ୍ୟକ୍ରମର…

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି। ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ମନ୍ତ୍ରୀଙ୍କ ବାସଭବନ ଘେରିଛି ଏବିଭିପି। ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଏକାଠି ହୋଇ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ…

‘ମନ୍ କୀ ବାତ’ରେ ଓଡ଼ିଆ ଦମ୍ପତିଙ୍କୁ ଖୁବ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ ଅଭିଭାଷଣରେ ଓଡ଼ିଶାର ଏକ ଦମ୍ପତିଙ୍କ ଉଲ୍ଲେଖନୀୟ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏକଦା ବେଙ୍ଗାଲୁରୁରେ ମ୍ୟାନେଜମେଣ୍ଟ ପ୍ରଫେସନାଲ ଥିବା ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ୱାମୀ ବିରେନ ସାହୁ…

ମୁଁ ମୋଦୀ-ଶାହାଙ୍କ ଇଡି-ସିବିଆଇକୁ ଭୟ କରେ ନାହିଁ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ଭାରତ ଯୋଡ଼ ନ୍ୟାୟ ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଟାର୍ଗେଟ କରିଛନ୍ତି | ରାହୁଲ ଗାନ୍ଧୀ…

ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

ବାଲେଶ୍ଵର : କାର କିଣିବାକୁ ବାଲେଶ୍ଵର ଶୋ ରୁମ୍ କୁ ଆସୁଥିଲେ ହେଲେ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ବାଲେଶ୍ଵର ସଦର ଥାନା ଅଧୀନ ଜାତୀୟ ରାଜପଥ କୁରୁଡା ବ୍ରିଜ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି…

ବିନା ଡ୍ରାଇଭର୍‌ରେ ୮୪ କିମି ଦୌଡିଲା ଟ୍ରେନ୍‌

ବିନା ଡ୍ରାଇଭରରେ ଦୌଡିଲା ଟ୍ରେନ୍‌। ରେଳ ଷ୍ଟେସନରେ ଅଟକି ଥିବା ଏକ ମାଲବାହୀ ଟ୍ରେନ୍‌ ହଠାତ୍‌ ବିନା ଡ୍ରାଇଭର ଦୌଡିଥିବା ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି। ଜମ୍ମୁକଶ୍ମୀରର କାଠୁଆ ରେଲଓ୍ୱେ ଷ୍ଟେସନରେ ଘଟିଛି ଏଭଳି କିଛି ଘଟଣା। ଆଜି ସକାଳୁ କାଠୁଆ…

ଚିଲିକା ହ୍ରଦରେ ଅଟକିଗଲା ମୋଟର ଚାଳିତ ଯାତ୍ରୀବାହୀ ଡଙ୍ଗା

ଚିଲିକା: ଚିଲିକା ହ୍ରଦର ମଝିରେ ଏକ ମୋଟର ଚାଳିତ ଯାତ୍ରୀବାହୀ ଡଙ୍ଗା ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଡଙ୍ଗାର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ରହିବାରୁ ଏପରି ଅସୁବିଧା ସାମ୍ନା କରିବାକୁ ପଡିଛି। ଜହ୍ନିକୁଦରୁ ସାତପଡ଼ା ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି…

ମୋତେ ନୋବେଲ ପୁରସ୍କାର ମିଳିବା କଥା: କେଜ୍ରିୱାଲ

ନୂଆଦିଲ୍ଲୀ: ବର୍ଦ୍ଧିତ ଜଳ ବିଲର ପେମେଣ୍ଟ ପାଇଁ ଏକକାଳୀନ ଦେୟ ସ୍କିମ୍ ବନ୍ଦ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ବିକ୍ଷୋଭ କରିଛନ୍ତି । ଏହି ଅବସରରେ ସେ ଦଳୀୟ କର୍ମୀମାନଙ୍କୁ ମଧ୍ୟ ସମ୍ବୋଧିତ କରି କହିଛନ୍ତି ଯେ…