ଆସାମରେ ୟୁସିସି ଲାଗୁ କଲେ ବିଜେପିର ମୃତ୍ୟୁହେବ : ବଦରୁଦ୍ଦିନ ଅଜମଲଙ୍କ ଚେତାବନୀ
ଗୁଆହାଟୀ: ଆସାମର ହିମନ୍ତ ବିଶ୍ୱ ଶର୍ମା ସରକାର ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଆଡକୁ ଅଗ୍ରସର ହୋଇଛନ୍ତି। ମୁସଲମାନ ବିବାହ ଓ ଛାଡ଼ପତ୍ର ଆଇନ ୧୯୩୫ଉଚ୍ଛେଦ ପ୍ରସ୍ତାବକୁ ଫେବ୍ରୁଆରି ୨୩ରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଥିଲା। ଏହାକୁ ୟୁସିସି କାର୍ଯ୍ୟକାରୀ…
