2024

ହରିୟାଣା ସରକାରଙ୍କ ବଡ଼ ଘୋଷଣା; କୃଷି ଋଣ ଉପରୁ କଲେ ସୁଧ ଛାଡ଼

ଏମଏସ୍‌ପି ଗ୍ୟାରେଣ୍ଟି ଦାବିରେ ଶମ୍ଭୁ ବର୍ଡର ଓ ଖାନାଉରି ବର୍ଡରରେ ହଜାର ହଜାର ସଂଖ୍ୟାରେ ଚାଷୀ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି। ଦାବି ପୂରଣ ନ ହେଲା ଯାଏ ପଛକୁ ହଟିବାର ପ୍ରଶ୍ନ ଉଠୁନି ବୋଲି ବି ସଫା ସଫା ଶୁଣାଇ ଦେଇଛନ୍ତି।…

ଚନ୍ଦ୍ରମା ଆପାର୍ଟମେଣ୍ଟର ଗୁଳିକାଣ୍ଡ ଘଟଣା, ବିଧାୟକ ରମେଶ ଜେନା କୋର୍ଟରେ ହାଜର

ଭୁବନେଶ୍ବର : ଭୁବନେଶ୍ବର ବହୁ ଚର୍ଚ୍ଚିତ ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ସାନଖେମୁଣ୍ଡି ବିଧାୟକ । ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି ବିଧାୟକ ରମେଶ ଜେନା । ଗୁଳିକାଣ୍ଡ ଘଟଣାକୁ ନେଇ କୋର୍ଟରେ ଚାଲିଛି ସାକ୍ଷୀ…

ପ୍ରବଳ ତୁଷାରପାତ ସତ୍ତ୍ୱେ ଯୋଗରେ ମଗ୍ନ ଯୋଗୀ

ସୋଶାଲ ମିଡିଆରେ ଜଣେ ଯୋଗୀଙ୍କ ଯୋଗ ସାଧନ ସମୟର ଭିଡିଓ ବେଶ୍ ଭାଇରାଲ୍ ହେଉଛି। କାରଣ ଯୋଗୀ ଜଣକ ତପସ୍ୟାରେ ଏପରି ମଗ୍ନ ହୋଇଯାଇଛନ୍ତି ଯେ, ତାଙ୍କ ଶରୀରରେ ବରଫ ଖଣ୍ଡ ଜମା ହୋଇଯାଇଛି। ହିମାଳୟ ପର୍ବତ ଉପରେ ବରଫରେ ପୂର୍ଣ୍ଣ…

ଆଜି ପବିତ୍ର ମାଘ ପୂର୍ଣ୍ଣିମା; ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କୁ ଗଜଉଧାରଣ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ମଧ୍ୟାହ୍ନ ଧୂପ ପରେ ମଇଲମ ହେବାପରେ ସିଂହାରୀ ସେବକଙ୍କ ଦ୍ୱାରା ଗଜ ଉଦ୍ଧାରଣ ବେଶ କରାଯିବ ।…

୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ : କାଳିଆ ସ୍କିମ୍ ୩ବର୍ଷ ବୃଦ୍ଧି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୩ ଟି ବିଭାଗର ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। କାଳିଆ ଜୀବିକାର ଆୟ ବୃଦ୍ଧି ପାଇଁ ଅର୍ଥ ରାଶିର ବ୍ୟବସ୍ଥା…

ତାଲିବାନର ବର୍ବରତା, ସର୍ବସାଧାରଣରେ ଦିଆଗଲା ମୃତ୍ୟୁଦଣ୍ଡ

କାବୁଲ: ଗୁରୁବାର ଦିନ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଏକ ଷ୍ଟାଡିୟମରେ ତାଲିବାନ ଦୁଇ ଜଣଙ୍କୁ ସାର୍ବଜନୀନ ଭାବେ ହତ୍ୟା କରିଛି। ଜଣେ ସାମ୍ବାଦିକଙ୍କ ସମେତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଗଜନି ସହରର ଅଲି ଲାଲା ଅଞ୍ଚଳରେ ଏହି ଦୁଇ ଜଣଙ୍କୁ ଗୁଳି…

ଆଜି ରାଜ୍ୟରେ ୧୮ଟି ସହରର ତାପମାତ୍ରା ୩୫ ଡିଗ୍ରୀ, ସୋନପୁର ସବୁଠୁ ଉତ୍ତପ୍ତ

ରାଜ୍ୟରେ ଆଜି ୧୮ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିୟସ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ସୋନପୁର ହୋଇଛି ସବୁଠୁ ଉତ୍ତପ୍ତ ସହରର। ଏଠାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।…

ମଣିପୁର ହିଂସାର ମୂଳ ରାୟକୁ ବଦଳାଇଲେ ହାଇକୋର୍ଟ

ଭୟଙ୍କର ହିଂସା। ବ୍ୟାପକ ଅଗ୍ନିକାଣ୍ଡ, ହଜାର ହଜାର ଲୋକ ବିସ୍ଥାପିତ। ୨୦୦ରୁ ଅଧିକ ଲୋଙ୍କ ମୃତ୍ୟୁ। ଶେଷରେ ଏହି ହିଂସାର ମୂଳ କାରଣ ପାଲଟିଥିବା ରାୟକୁ ବଦଳାଇଲେ ମଣିପୁର ହାଇକୋର୍ଟ। ଗତବର୍ଷ ମାର୍ଚ୍ଚ ୨୭ ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଏବେ ରଦ୍ଦ…

କାଲିଠୁ ଚାଲିବ ନାଟମଣ୍ଡପ ମରାମତି କାମ, ଆଜି ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ ଆସନ୍ତାକାଲି (ଶୁକ୍ରବାର)ଠାରୁ ଆରମ୍ଭ ହେବ। ଏହି ମରାମତି କାମ ନେଇ ଏଏସ୍‌ଆଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। କିନ୍ତୁ ନାଟମଣ୍ଡପ ମରାମତି ପୂର୍ବରୁ ମହାପ୍ରଭୁଙ୍କ ନୀତିରେ ବଡ଼ ବିଭ୍ରାଟ ଦେଖା ଦେଇଛି। ଶ୍ରୀମନ୍ଦିର ନୀତିକାନ୍ତି…

ଓଡ଼ିଶାର ବିକାଶ ପାଇଁ କେବଳ ମୋଦି ହିଁ ଚିନ୍ତା କରୁଛନ୍ତି : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ବ୍ରହ୍ମପୁର : ଜୟ ଜଗନ୍ନାଥ, ମାଆ ବୁଢୀ ଠାକୁରାଣୀ କହି ବ୍ରହ୍ମପୁର ସଭାରେ ଭାଷଣ ଆରମ୍ଭ କରିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଓଡିଶାରେ ଡବଲ ଇଂଜିନ ସରକାର ଗଠନ କରିବାରେ କେହି ବି ରୋକିପାରିବେ ନାହିଁ ।…